କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ସମ୍ମୁଖରେ ଧାରଣା ।

ଧର୍ମଗଡ/ ସୁଶାନ୍ତ ରାଉତ : ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଅନୁମୋଦିତ ସମସ୍ତ ପଦବୀ ପୂରଣ କରିବାକୁ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଧର୍ମଗଡ ଅଂଚଳରେ ଦିନକୁ ଦିନ ସ୍ୱାସ୍ଥ୍ୟ ସେବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସେବା ସଂପୂର୍ଣ୍ଣ…

ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ୨୦୨୧ ପାଳନ ନେଇ ପ୍ରସ୍ତୁତି ବୈଠକ

 କୋଭିଡ୍ ନିୟମ ଅନୁପାଳନ ସହ ପରିବେଷିତ ହେବ ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ  ଫଟୋ ପ୍ରଦର୍ଶନୀରେ ସ୍ଥାନ ପାଇବ ବରପୁତ୍ରଙ୍କ ଜୀବନୀ ଭୁବନେଶ୍ୱର,(ଶାସକ ପ୍ରଶାସକ):  ଆଜି ଓଡ଼ିଶା ଦିବସ ୨୦୨୧ ଉପଲକ୍ଷେ ପ୍ରସ୍ତୁତି ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ…

 ଦୂର୍ଗତୀ ନାଶିନୀ ଚେରିଟେବୁଲ୍ ଟ୍ରଷ୍ଟ ବିଶ୍ଵ ମହିଳା ଦିବସ

ଝାରସୁଗୁଡ଼ା :(ସୁଭାଷ ସହାରେ):- ଆଜି ମାର୍ଚ୍ଚ ୮ ତାରିଖ ବିଶ୍ଵ ମହିଳା ଦିବସ ଅବସର ଥରେ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଦୂର୍ଗତୀ ନାଶିନୀ ଚେରିଟେବୁଲ୍ ଟ୍ରଷ୍ଟ ଝାରସୁଗୁଡ଼ା ଜିଲ୍ଲା କମିଟି ଆଉ ସମଲପୁର ଜିଲ୍ଲା କମିଟି ତରଫରୁ ବିଶ୍ଵ ମହିଳା ଦିବସ ପାଳନ ହୋଇଛି। ଆଜି ମୂଖ୍ୟ କାର୍ଯ୍ୟାଳୟ…

ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି ପୁନର୍ଗଠିତ

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ନୂତନ କମିଟି ଗଠିତ ହୋଇଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଆଜି ଜିଲ୍ଲା କଂଗ୍ରେସ ସଭାପତି ଭରତ ଅବସ୍ଥି ନିଜର ନୂଆ ଟିମର ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି।  ସୂଚନା ଅନୁଯାୟୀ, ଭରତ ଅବସ୍ଥିଙ୍କ ନୂଆ ଟିମରେ…

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଓ କର୍ମଜୀବୀ ମହିଳା ନିବାସ ଉଦଘାଟନ । 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଆଜି ଝାରସୁଗୁଡ଼ାଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଓ କର୍ମଜୀବୀ ମହିଳା ନିବାସ ଉଦଘାଟନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାପୁମାଲ ଠାରେ ଆୟୋଜିତ ଉତ୍ସବରେ କର୍ମଜୀବୀ ମହିଳା ନିବାସ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ  କନଫେରେନ୍ସିଂ…

“ଉତ୍ପାଦିତ ଦ୍ରବ୍ୟର ମାନକକୁ କଡ଼ାକଡ଼ି ଅନୁପାଳନ କରିବାର ଆବଶ୍ୟକତା ରହିଛି’ : ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର…

ଭାରତୀୟ ମାନକ ବ୍ୟୁରୋର ଦଶମ ରାଜ୍ୟସ୍ତରୀୟ କମିଟି ବୈଠକ ଭୁବନେଶ୍ୱର: ଉପଭୋକ୍ତାମାନେ ଯେପରି ଉନ୍ନତ ମାନର ଦ୍ରବ୍ୟ ଓ ସେବା ପାଇବେ ସେଥି ନିମନ୍ତେ ଉତ୍ପାଦିତ ଦ୍ରବ୍ୟ ଓ ସେବା ଯୋଗାଣର ମାନରେ ଉନ୍ନତି ଆଣିବାକୁ ପଡ଼ିବା ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ଧାର୍ଯ୍ୟ ମାନ ଅନୁଯାୟୀ ଉନ୍ନତ ମାନର…

କିଟ୍‍ ଓ କିସର ମହିଳା କର୍ମଚାରୀଙ୍କୁ ମାଗଣାରେ କରୋନା ଟିକା ଦେବ କିଟ୍‍

କିଟ୍‍ ଓ କିସରେ ଆନ୍ତର୍ଜାତିକ ମହିଳା ଦିବସ ଭୁବନେଶ୍ୱର: କିଟ୍‍ ଅନୁଷ୍ଠାନ ସମୂହ ଓ କିସରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀଙ୍କୁ କିଟ୍‍ ପକ୍ଷରୁ ମାଗଣା କରୋନା ଟିକା ଯୋଗାଇ ଦିଆଯିବ ବୋଲି କିଟ୍‍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଘୋଷଣା…

ପ୍ରଧାନମନ୍ତ୍ରୀ ଦେଶର ମହିଳାଙ୍କ ପାଇଁ ଭାଇ, ବିଜେଡି ମହିଳାଙ୍କୁ କେବଳ ଭୋଟ ବ୍ୟାଂକ ବୋଲି ଭାବଇ: ପୁରନ୍ଦେଶ୍ୱରୀ

ବିଶ୍ୱ ମହିଳା ଦିବସ ଅବସରରେ କଟକ ଜିଲ୍ଲା ମାହାଙ୍ଗାଠାରେ ବିଶାଳ ମହିଳା ସମାବେଶ   ଭୁବନେଶ୍ୱର(ଶାସକ ପ୍ରଶାସକ): ସଶକ୍ତ ହେଲେ ମହିଳା, ସଶକ୍ତ ହେବ ଦେଶ । ଯେଉଁଠି ମହିଳାଙ୍କ ସମ୍ମାନ ହୁଏ ସେଠି ଉନ୍ନତି ହୁଏ । ଦେଶର ଅନେକ ଜାଗାରେ ଝିଅ ଜନ୍ମ ହେବା ବୋଝ ବୋଲି ଚିନ୍ତା କରାଯାଏ, କିନ୍ତୁ…

ବିଧାନସଭାରେ ବି ଉଠିବ ନିଆଁ ପ୍ରସଙ୍ଗ 

ଜଙ୍ଗଲ ସୁରକ୍ଷାର ଗାଇଡଲାଇନ ଏବଂ ଏସ୍ଓପିକୁ କଡାକଡି କରନ୍ତୁ ସରକାର : ମୋହନ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଜଣାଇଲେ ଦାବୀ ଭୁବନେଶ୍ୱର : ଓଡିଶାର ସବୁଜ ବନାନୀ ହୁ ହୁ ହୋଇ ଜଳିଯାଉଛି କିନ୍ତୁ ଜଙ୍ଗଲ ବିଭାଗ କିମ୍ବା ରାଜ୍ୟ ସରକାରଙ୍କର ଏଥିପ୍ରତି ଦୃଷ୍ଟି ନାହିଁ । ଜଙ୍ଗଲରେ ନିଆଁ ଲାଗିବା…

ବେଆଇନ ବାଲି ଚୋରାଚାଲାଣ : ଚାଳିଶ ହଜାର ଫାଇନ କଲେ ତହସିଲଦାର 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ର ନୂଆପଡା ଜିଲ୍ଲା ପଟରୁ ପାଇକମାଲ ବ୍ଲକ ର ବିଭିନ୍ନ ସୀମାବର୍ତ୍ତି ଅଂଚଳ ମାନଙ୍କୁ ପ୍ରତ୍ୟେକ ଦିନ ବେଆଇନ ଭାବରେ ବାଲି ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ପାଇକମାଲ ବ୍ଲକ ମୁଖ୍ୟାଳୟ ରୁ ଅଧିକ ଦୂର ଥିବା କାରଣରୁ ଚୋରା ଚାଲାଣ କାରୀ ମାନଙ୍କୁ…