ବାଲିମେଦ ଠାରେ ରଜ ମହୋତ୍ସବ ପାଳନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବାଲିମେଦ ଠାରେ ୟେସ ଗ୍ରୁପ୍ ପକ୍ଷ ରୁ ରଜ ମହୋତ୍ସବ ପାଳନ ହୋଇ ଯାଇଛି। ୟେସ ଗ୍ରୁପ୍ ମୁଖ୍ୟ ରାଜୀବ କୁମାର ନାୟକ ଓ ଯୁବ ସମାଜ ସେବୀ ମନୋଜ ନାୟକ ଙ୍କ ନେତୃତ୍ବ ରେ ସକାଳେ ଗଣ ଦୌଡ ପ୍ରତିଯୋଗିତା ହୋଈ ଯାଇଛି। ଧାବିକା ଦୂତି…