ଯାଜପୁର ଆଇଟିଆଇରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର: ଯାଜପୁରସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଥର୍ମାଲ କଟିଂ ଏବଂ ଓ୍ୱଲ୍ଡିଂ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବା ପ୍ରାୟ ୫.୨୫ କୋଟି ଟଙ୍କା ବ୍ୟୟରେ ଏହି ଉତ୍କର୍ଷ କେନ୍ଦ୍ର ୬ ମାସ ମଧ୍ୟରେ କାର୍ଯ୍ୟକାରୀ ହେବା ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ରାଜ୍ୟ…

କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ  ସଦସ୍ୟ ନାମ ତାଲିକା ଘୋଷିତ 

୬ ଉପସଭାପତି, ୨  ସାଧାରଣ ସଂପାଦକ, ୬ ଜଣ ସଂପାଦକ ଓ ୧୬ ରାଜ୍ୟ ସଂଯୋଜକ କୃଷକମାନଙ୍କ ସମସ୍ୟାକୁ ନେଇ ସାରା ରାଜ୍ୟରେ ଏକ ଦୁର୍ବାର କୃଷକ ଆନ୍ଦୋଳନ  କରାଯିବ : ପ୍ରଦୀପ ପୁରୋହିତ ଭୁବନେଶ୍ୱର :  ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ କୃଷକମୋର୍ଚ୍ଚା ରାଜ୍ୟ ସଭାପତିଶ୍ରୀ…

ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ

ବିକ୍ରି ହୋଇନଥିବା ସମସ୍ତ ଧାନକୁ ତୁରନ୍ତ କିଣିବା ସକାଶେ  ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ କଲେ ଅନୁରୋଧ  ଭୁବନେଶ୍ୱର/ନୂଆଦିଲ୍ଲୀ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସାଂସଦର ଏକ ପ୍ରତିନିଧି ମଣ୍ଡଳି ମଙ୍ଗଳବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର…

ବିଜେପିରେ ସାମିଲ ହେଲେ ସମିତିସଭ୍ୟ ଓ ୱାର୍ଡମେମ୍ବରଙ୍କ ସମେତ ବହୁ ବିଜେଡି କର୍ମୀ

କେଉଁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେଓଗାଁ ମଣ୍ଡଳ ମଛାଳୋ ଗ୍ରାମପଂଚାୟତର ବର୍ତମାନର ନିର୍ବାଚିତ ସମିତି ସଭ୍ୟ ତାପସ କୁମାର ଜେନା ଓ ୱାର୍ଡମେମ୍ବର ସନ୍ତୋଷ ଜେନା ବିଜେପିରେ ହେଲେ ସାମିଲ ଭୁବନେଶ୍ୱର(ଶାସକ ପ୍ରଶାସକ) :ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ…

ସୁନାବେଡାରେ ଆଦିବାସୀ ମେଳି : କହିଲେ ଅଞ୍ଚଳର ବିକାଶ ନହେଲେ ଛତିଶଗଡ଼ରେ ମିଶିବୁ

ବିକାଶ ନ ହେବା କଥାକୁ ଖଣ୍ଡନ କଲେ ସ୍ଥାନୀୟ ବିଧାୟକ   ଲୋକଙ୍କ ମୌଳିକ ସୁବିଧାସୁଯୋଗକୁ ପ୍ରାଥମିକତା ଦେଇଛି : ଢୋଲକିଆ  ନୂଆପଡା(ଅମିତ ପୁରୋହିତ) -ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ମଧ୍ୟରେ ବସବାସ କରୁଥିବା ସୁନାବେଡା ଓ ସୋସେଙ୍ଗ ପଂଚାୟତର ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ, ପହରିଆ…

ମାର୍ଚ୍ଚ ୧୭ଠାରୁ ଚାଲିବ ବାଲେଶ୍ୱର-ବାଙ୍ଗିରିପୋଷି ଡେମୋ ଟ୍ରେନ

ବାରିପଦା(ଦିଲ୍ଲୀପ ମହାନ୍ତି)- ପ୍ରଥୀକ୍ଷାର ଅନ୍ତ ଘଟିଛି । ଶେଷରେ ମାର୍ଚ୍ଚ ୧୭ଠାରୁ ବାଲେଶ୍ୱର ଓ ବାଙ୍ଗିରିପୋଷି ମଧ୍ୟରେ ଡେମୋ  ଟ୍ରେନଟି ପୁନଃ ଚଳାଚଳ କରିବ । ଏ ନେଇ ଦକ୍ଷିଣ-ପୂର୍ବ ତଟ  ରେଳ ବିଭାଗର କୋଲକାତା ଗାର୍ଡେନରିଚ୍ ସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି…

ଜାତିଆଣ ଆକ୍ଷେପ: ମହିଳାଙ୍କ ଥାନା ଘେରାଉ

ହାଟଡିହି (ମକରଧ୍ବଜ ଜେନା) : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ନନ୍ଦିପଦା ଗ୍ରାମର ଏସଏଚଜି ଗ୍ରୁପ ର  ମହିଳା ମାନେ ରବିବାର ଏକ ମିଟିଙ୍ଗ ରେ ଯୋଗ ଦେବାକୁ ଓରାଳି ପଞ୍ଚାୟତ କୁ ଯାଇଥିଲେ l ଉକ୍ତ ମିଟିଙ୍ଗ ଏସଏଚଜି ମହାସଂଘ ର ସମ୍ପାଦକ ସାବିତ୍ରୀ ସା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେଉଥିଲା…

ରେଡ ଟେନିସ କ୍ରିକେଟ ଟୁର୍ନାମେଣ୍ଟ, ପୂଝାରୀ ଗୁଡା  ଚମ୍ପିୟାନ

କୋକସରା ଧର୍ମଗଡ ସୁଶାନ୍ତ ରାଉତ :ରାଧାମାଧବ କ୍ରିକେଟ ଅନୁଷ୍ଠାନ ଖଲିଆଭଟା ଆନୁକୂଲ୍ୟରେ   ଆୟୋଜିତ ହୋଇଥିବା ରେଡ ଟେନିସ  ବଳ କ୍ରିକେଟ ଟୁର୍ନାମେଣ୍ଟ ଆଜି ମୋଟେର ମଣ୍ଡି ଖେଳ ପଡିଆ ଠାରେ ଉଦଯାପିତ ହୋଇଯାଇଛି l ଉଦଯାପନୀ ସମାରୋହ ରେ ମୁଖ୍ୟଅତିଥି ଭାବେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା…

ପଶ୍ଚିମ ଓଡ଼ିଶା ଆଶା କର୍ମୀ ଙ୍କ ବିଶାଳ ବିକ୍ଷୋଭ ପ୍ରଦର୍ଶନ।   

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-   ପଶ୍ଚିମ ଓଡ଼ିଶା ଆଶା କର୍ମୀ ସଂଘ ନେତୃତ୍ୱରେ କର୍ମୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶା କର୍ମୀ ଙ୍କ ବିଶାଳ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଆବାହକ…

କୋଇଲା ଚୋରା ଚାଲାଣ ଅଭିଯୋଗରେ ୯ ଜଣ ଗିରଫ।

ଝାରସୁଗୁଡ଼ା:(ସୁଭାଷ ସହାରେ)- କୋଇଲା ଚୋରା ଚାଲାଣ ଅଭିଯୋଗରେ ବଡ଼ମାଲ ପୋଲିସ ଆଜି ୯ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏକ ଗୁପ୍ତ ସୂଚନା ପାଇ ପୋଲିସ ଏକ ଚଢ଼ାଉ କରି ୯ ଜଣଙ୍କୁ ଉକ୍ତ ଅଭିଯୋଗରେ ଗିରଫ କରିଛି। ଏହାସହ ପୋଲିସ ସେମାନଙ୍କଠାରୁ ୨ କୁଇଣ୍ଟାଲ କୋଇଲା ଓ ୯ଟି ମୋଟର ସାଇକେଲ ମଧ୍ୟ…