ବ୍ରହ୍ମାନନ୍ଦ ଖରା ଓ ଗିରି ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପଞ୍ଚାଳୀ ଦଳ ଚାମ୍ପିଅନ୍
କାଶୀପୁର ରୁ ବୈକୁଣ୍ଠ ଦୁରିଆ - ଖେଳ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ଯୁବଶକ୍ତିର ଉତ୍ସାହ, ଭାଇଚାରାର ବନ୍ଧନ ଏବଂ ଗ୍ରାମୀଣ ପ୍ରତିଭାର ଏକ ସୁନ୍ଦର ପ୍ରତିଛବି। ଏହି ଭାବନାକୁ ସାକାର କରି କାଶୀପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ପଞ୍ଚାଳୀ ଗ୍ରାମର ମହାଦେବ ଖେଳ ପଡ଼ିଆରେ ଆୟୋଜିତ ବ୍ରହ୍ମାନନ୍ଦ…