ଉପଖଣ୍ଡ ସ୍ତରୀୟ ଉତ୍କଳ  ଦିବସ ପାଳିତ

ପଦ୍ମପୁର:-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ଓଡ଼ିଶା ଦିବସ -୨୦୨୧ କୋଭିଡ-୧୯ କଟକଣା କୁ ଦୃଷ୍ଟିରେ ରଖି ପାଳିତ ହୋଇଯାଇଛି lଏ ଉପଲକ୍ଷେ ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଆୟୋଜିତ ଉତ୍ସବରେ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି ଭାବେ ଯୋଗଦାନ କରି…

 ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପରିସରରେ  ଉତ୍କଳ ଦିବସ

ପାଇକମାଲ :- ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର , ପାଇକମାଳ ପରିସରରେ  ଉତ୍କଳ ଦିବସ ପାଳନ ହୋଇଯାଇଅଛି । ଏହି ଅବସର ରେ ମହାବିଦ୍ୟାଳୟର ପ୍ରାଚୀରପତ୍ର  ଅମୃତାର ଉତ୍କଳ ଦିବସ ବିଶେଷାଙ୍କ ଉନ୍ମୋଚନ ହେଲା । ପ୍ରାଚୀର ପତ୍ରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା…

ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲେ ଦୀପା

ଅଗ୍ନିଶମ ଏବଂ ପୋଲିସ ବିଭାଗ ସହାୟତାରେ ବୃଦ୍ଧାଶ୍ରମରେ କରାଇଲେ ଥଇଥାନ   ପଦ୍ମପୁର( ଶାସକ ପ୍ରଶାସକ) : ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ଥଇଥାନ କରି ଲୋକଙ୍କ ପ୍ରିୟଭାଜନ ହୋଇଛନ୍ତି ପାଇକମାଲ ଅଂଚଳର ଟ୍ୱିଟର ଗାର୍ଲ ଭାବେ ପରିଚିତ ଟେମରି ଗ୍ରାମର ସମାଜିକ କର୍ମୀ ଦୀପା…

ଭୀମସାର ବୁର୍ଲା ଟିମର ଫାଇଲେରିଆ ସାମୂହିକ ଔଷଧ ସେବନ ସ୍ଥିତିର ଅନୁଧ୍ୟାନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ପ୍ରତ୍ୟେକ ବର୍ଷ ଫାଇଲେରିଆ ନିରାକରଣ ନିମନ୍ତେ ଝାରସୁଗୁଡ଼ା ଜିଲ୍ଲାରେ ଏକ ନିର୍ଦ୍ଦିଷ୍ଟ ଦିନରେ ସାମୁହିକ ଔଷଧ ବିତରଣ ଓ ସେବନ କରାଯାଇଥାଏ। ଗୁରୁତର ଅସୁସ୍ଥ ରୋଗୀ, ଗର୍ଭବତୀ ମହିଳା ଓ ୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଏହି ଔଷଧ ଦିଆଯାଉ ନଥିବା ବେଳେ ଅନ୍ୟ ସମସ୍ତ…

କଂଗ୍ରେସ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ଆସିଲେ ରାଜ୍ୟ ବାହାରର ଟାଣୁଆ ନେତା। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ସାରା ଦେଶରେ କଂଗ୍ରେସର ଅବସ୍ଥା ଶୋଚନୀୟ। ୧୫୦ ବର୍ଷ ପୁରୁଣା ଓ ଏକଦା ସର୍ବଶକ୍ତିମାନ କଂଗ୍ରେସ ଦଳ ଆଜି ସାରା ଦେଶରେ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା ବେଳେ ଓଡ଼ିଶାରେ ଗତ ୨୨ ବର୍ଷ ଧରି କ୍ଷମତାରୁ ଦୂରରେ କଂଗ୍ରେସ ଦଳ। କେନ୍ଦ୍ରୀୟ ସଂଗଠନର ଓଡ଼ିଶା…

‘ଏଇତ ଜୀବନ ଭି’ ସଂସ୍ଥା ତରଫରୁ ବୃଦ୍ଧାଶ୍ରମରେ ହୋଲି ମିଳନ ଉତ୍ସବ। 

ଅଭିରାମ ଶତପଥୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ।  ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ 'ଏଇତ ଜୀବନ ଭି' ତରଫରୁ ସ୍ଥାନୀୟ ବୃଦ୍ଧାଶ୍ରମ 'ସ୍ପର୍ଶ' ଠାରେ ହୋଲି ମିଳନ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ସଂସ୍ଥାର କର୍ମକର୍ତ୍ତାମାନେ ନିଜ ହାତରନ୍ଧା…

ଏମସିଏଲ ଉଦବାସ୍ତୁଙ୍କ ପାଇଁ ଆଶା ସଞ୍ଚାର କଲେ ବିଧାୟକ ଶ୍ରୀ ମହାନ୍ତି। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ପୌର ପରିଷଦ ଅନ୍ତର୍ଗତ ତିଙ୍ଗରିଗୁଡ଼ା, କୋଖେନମାଲ ଓ ଛୁଆଲିବେରନା ପରି ଅନେକ ଗ୍ରାମ ଏମସିଏଲ ଦ୍ବାରା କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାର ଶୀକାର ହୋଇ ବିସ୍ଥାପିତ ହୋଇଛନ୍ତି। ଜମି ଅଧିଗ୍ରହଣ ସରିଥିବା ସତ୍ତ୍ୱେ ଏହି…

ଜିତ କ୍ରିଏସନ ବ୍ୟାନରରେ ଶୁଭ ମହୁରତ ହେଲା ଛୋଟ ସମ୍ବଲପୁରୀ ମଜା ସିନେମା “”ଜଲ ଖିଆ”” 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା - ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦର ଆନୁକୂଲ୍ୟରେ ରେ ଜିତ କ୍ରିଏସନ ପ୍ରଯୋଜନାରେ ଆଜି ସ୍ଥାନୀୟ  ବୁଡପଡା ବୁରୋମାଲ ସ୍ଥିତ ରାଧାମାଧଵ ମନ୍ଦିର ପ୍ରାଙ୍ଗଣରେ ବିବେକାନନ୍ଦ ମିଶ୍ରଙ୍କ ଦ୍ବାରା ରଚିତ କାହାଣୀ , ସଂଳାପ  ସମ୍ବଲପୁରୀ କ୍ଷୁଦ୍ର…

ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟରେ ଓଡିଶା ଦିବସ 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ  ବୁଡପଡା ବୁରୋମାଲ ସ୍ଥିତ ଝଡେଶ୍ୱରୀ ସ୍ବତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ର ପେକ୍ଷାଳୟରେ ଓଡିଶା ଦିବସକୁ ହର୍ଷ ଉଲ୍ଲାସ ସହିତ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ  ବିଦ୍ୟାଳୟ ପ୍ରତିଷ୍ଠାତା…

ଝାରସୁଗୁଡ଼ା ପୋଲିସ ବାହିନୀଦ୍ବାରା ୮୬ତମ ପୋଲିସ ପ୍ରତିଷ୍ଠା ଦିବସ ଅନୁଷ୍ଠିତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ପୋଲିସ ଓଡ଼ିଶା ପୋଲିସର ୮୬ତମ ପ୍ରତିଷ୍ଠା ଉତ୍ସବ ଓଏସଏପି ପଡ଼ିଆଠାରେ ପାଳନ କରିଛି। ମୂଖ୍ୟ ଅତିଥି ଭାବରେ ଅଭିବାଦନ ଗ୍ରହଣ କରିଥିଲେ ଝାରସୁଗୁଡ଼ା ଏସପି ଶ୍ରୀ ବିକାଶ ଚନ୍ଦ୍ର ଦାଶ। ଏହି ଅବସରରେ ଶ୍ରୀ ଦାସ କହିଥିଲେ ଯେ ପ୍ରତିଷ୍ଠା ସମୟରୁ ଓଡ଼ିଶା…