ପଶ୍ଚିମବଙ୍ଗର କମାରହାଟିରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ମମତା ବାନାର୍ଜୀ – ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମବଙ୍ଗ – ଜୟ ଶ୍ରୀରାମ୍ ନାରାକୁ ଶୁଣି ଚିହିଁକି ଉଠୁଥିବା ମମତା ଦିଦି ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ବୋଲି ରବିବାର ପଶ୍ଚିମବଙ୍ଗର କମାରହାଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ…

ବିଜେପି ବିଧାୟକଙ୍କ ଆଚରଣ ସଇତାନର ବେଦପାଠ ଭଳି : ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ): ଗଣତନ୍ତ୍ରର ପବିତ୍ର ମନ୍ଦିରରେ ବାଚସ୍ପତିଙ୍କ ଉପରକୁ ଜୋତା ଫୋପାଡିବା ଭଳି ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ ଘଟଣା ଘଟାଇବାପରେ ବିଜେପି ବିଧାୟକମାନେ ରାତି ସାରା ଗାନ୍ଧୀମୂର୍ତ୍ତି ତଳେ ବସିବା ସଇତାନର ବେଦପାଠ ସଦୃଶ । ଓଡିଶାବାସୀ ବିଜେପି ନେତାଙ୍କ ଏଭଳି ସଇତାନୀ…

୧୮ କିଲୋ ବାର୍ହା ମାଂସ ଓ ବନ୍ଧୁକ ଜବତ, ୨ ଶିକାରୀ ଗିରଫ।

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ  - ବଡରମା ରେଞ୍ଜ ଅନ୍ତର୍ଗତ ଉଷାକୋଠି ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଅବାଧରେ ବନ୍ୟ ଜନ୍ତୁ ଶିକାର୍ ନିୟମିତ ଚାଲିଛି । ଅନେକ ସମୟରେ ବନବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢାଉ କରାଯାଉଥିଲେ ମଧ୍ୟ ସଫଳତା ମିଳୁନଥିଲା । ହେଲେ ଗତକାଲି ସର୍ଡା ବିଟ ଅଞ୍ଚଳରେ ଏକ…

ନାଇଟ କର୍ଫ୍ୟୁ ନେଇ ଲୋକଙ୍କୁ ଏସପିଙ୍କ ଚେତାବନୀ 

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ  - ସମ୍ବଲପୁର ଜିଲ୍ଲା ରେ ନାଇଟ କର୍ଫ୍ୟୁକୁ ନେଇ  ସମ୍ବଲପୁର ଏସପିଙ୍କ  ବଡ ଚେତାବନୀ । ସମ୍ବଲପୁର ଜିଲ୍ଲା ରେ ଲାଗୁ ହେବାକୁ ଥିବା ନାଇଟ କର୍ଫ୍ୟୁ ସମୟରେ ରାତି ୧୦ ଟା ପରେ ରାସ୍ତାରେ ବୁଲିଲେ ପୋଲିସ ଗ୍ରହଣ କରିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏଥିସହ ଯେଉଁମାନେ…

ଜ଼ିନ୍ଦଲ ଷ୍ଟିଲ ଅଧିଗ୍ରହଣ ପରେ ଇସ୍ତଫା ଦେଲେ  କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦୀନେଶ କୁମାର  ଯାଦବ 

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ : ସମ୍ବଲପୁର ଜ଼ିନ୍ଦଳ ଷ୍ଟିଲ (ଜେଏସ୍‌ଡବ୍ଲୁ) ଅଧିଗ୍ରହଣ ପରେ ଠେଲକୁଲି ସ୍ଥିତ ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍‌ ଲିମିଟେଡ୍(ବିପିଏସ୍ ଏଲ୍)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦୀନେଶ କୁମାର ଯାଦବ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି I ସେ କଂପାନିର ଅକୋପାୟର୍…

ଲିଙ୍ଗରାଜ ବେହେରା କଳାହାଣ୍ଡି ଯୁବ କଂଗ୍ରେସ ଉପ ସଭାପତି ମନୋନୀତ 

କଳାହାଣ୍ଡି/ତୁଳମଣି ନାଗ: କଳାହାଣ୍ଡି ଯୁବ କଂଗ୍ରେସ ଉପ ସଭାପତି ମନୋନୀତ  ହୋଇଛନ୍ତି ଶ୍ରୀ ଲିଙ୍ଗରାଜ ବେହେରା।ଏହିଁ ନିଯୁକ୍ତି ପରେ ଶ୍ରୀ ବେହେରା  କଂଗ୍ରେସ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଓ ସମସ୍ତ ନେତାମାନଙ୍କୁ ଧନ୍ୟବାଦ ଦେଇଛନ୍ତି।  ସେ ଏହି ନିଯୁକ୍ତି ପାଇଁ  ପୂର୍ବତନ କେନ୍ଦ୍ରମନ୍ତ୍ରୀ…

ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ 

ବୁଗୁଡା ( ଡ଼ଃ. କୁମୁଦ ଚନ୍ଦ୍ର ବେହେରା)  ବୁଗୁଡା ବ୍ଲକ ଅନ୍ତର୍ଗତ ଶଙ୍କୁରୁ ଗ୍ରାମ ପାଞ୍ଚାୟତ ର ଭାଲୁଆସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ ୦୩ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶନ କୁମାର ବେହେରା ଏହି…

୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ୨୬ଟି ଟୀକାଦାନ କେନ୍ଦ୍ରରେ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ:ଗଜପତି ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ୧ ତାରିଖ ଠାରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ନିମନ୍ତେ କୋଭିଡ୍ ଟୀକାକରଣର ଶୁଭାରମ୍ଭ ହୋଇଛି। (ଶନିବାର ଦିନ) ୩ୟ ଦିନରେ ଜିଲ୍ଲାର ୭ଟି ବ୍ଲକର ୨୬ ଟି ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ…

 ହୋମିଓପ୍ୟାଥିକ ମେଡିକାଲ କଲେଜରେ ଛାତ୍ରୀଙ୍କୁ ରାଗିଂ!

ସମ୍ବଲପୁର / ରମାକାନ୍ତ ବିଶ୍ୱାଳ - ସମ୍ବଲପୁର ରୁ ପୁଣି ଆସିଲା ମେଡିକାଲ କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ । ଏଥର କିନ୍ତୁ ଛାତ୍ର ନୁହେ ବରଂ ଛାତ୍ରୀ ଙ୍କୁ ରାଗିଂ କରାଯାଇ  ନିର୍ଯାତନ ଦିଆ ଯାଇଥିବା ଅଭିଯୋଗ ହୋଇଛି  । ପ୍ରଥମେ ବୁର୍ଲା  ଭିମସାର ପରେ ଭିସୁଟ ଏବେ ମାଝୀପାଲି ସ୍ଥିତ…

ଆୟକର ବିଭାଗର ଅଧିକାରୀ କହି ଠକି ନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ସହରର ଓମ ସାଇ ସୁନା ଗହଣା ଦୋକାନରୁ ନିଜକୁ ଆୟକର ବିଭାଗର ଅଧିକାରୀ ଭାବରେ ପରିଚୟ ଦେଇ ଜଣେ ବ୍ୟକ୍ତି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା।  ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଝଣ୍ଡାଛକରେ ଥିବା ଓମ ସାଇ ଦୋକାନକୁ ଆଜି ଜଣେ ବ୍ୟକ୍ତି ଗ୍ରାହକ…