କନକ ବର୍ଦ୍ଧନଙ୍କ ଘର ଆଗରେ ଶ୍ରମିକଙ୍କ ଧାରଣା : ବାକି ରଖିଛନ୍ତି କାଠରେ ରଙ୍ଗ ଦିଆ ପାଉଣା !

ପାଟଣାଗଡ଼/ବଲାଙ୍ଗୀର (ନିରୋଜ ମିଶ୍ର ): ପାଟଣାଗଡ଼ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓଙ୍କ ଘର ସାମ୍ନାରେ ଗତକାଲି ସକାଳୁ  କେତେକ ଶ୍ରମିକ ଧାରଣା ଦେଇଥିଲେ  । ସେମାନଙ୍କ ଅଭିଯୋଗ ଅନୁଯାୟୀ କେଭିଙ୍କ ଭୁବନେଶ୍ୱର ସ୍ଥିତ ଗଭର୍ଣ୍ଣର ହାଉସ ଛକ ନିକଟରେ ଥିବା ଘରେ କାଠ କାମ ଉପରେ କଲର…

ଲେଡି ବ୍ରାଉନସୁଗାର ବେପାରୀ ଗିରଫ

ନୟାଗଡ(ବିଶ୍ୱଜିତ ନାୟକ) - ନୟାଗଡ଼ ଟାଉନ ଥାନା ପୋଲିସ ଦ୍ୱାରା ଲେଡି ବ୍ରାଉନସୁଗାର ବେପାରୀ ଗିରଫ l କିଛି ଦିନ ହେବ ନୟାଗଡ ଜ଼ିଲ୍ଲାରେ ନିଶାଡୀ ଙ୍କ ଆଡା ବଢ଼ିବାରେ ଲାଗିଥିବା ବେଳେ ଏହା ନୟାଗଡ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି l ନୟାଗଡ spଙ୍କ ନିର୍ଦ୍ଧେଶ କ୍ରମେ ଜ଼ିଲ୍ଲାର…

‘ଓଡ଼ିଶାରେ ନୂତନ ପ୍ରସ୍ତର ଯୁଗର ବସତି ଠାବ କରିଥିଲେ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ’

ଓଡ଼ିଶା ଇତିହାସ କଂଗ୍ରେସର ପ୍ରତିଷ୍ଠା ଦିବସ ଏବଂ ପ୍ରଥମ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ସ୍ମାରକୀ ବକ୍ତୃତାମାଳା  ଭୁବନେଶ୍ୱର: ଆଜି ଉତ୍କଳ  ବିଶ୍ୱବିଦ୍ୟାଳୟର ଇତିହାସ ଏବଂ ପ୍ରାଚୀନ ଭାରତ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗ ସହିତ ଓଡ଼ିଶା ଇତିହାସ କଗ୍ରେସର ମିିଳିତ ଆନୁକୁଲ୍ୟରେ…

ପଶ୍ଚିମବଙ୍ଗରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସହ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ବିଜେପି ଦଳ ହିଁ ସୁନାର ବଙ୍ଗଳା ନିର୍ମାଣ କରିପାରିବ-ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମବଙ୍ଗ – ବିଜେପି ଦଳ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ବିକାଶ କରିବା ସହ ସୁନାର ବଙ୍ଗଳା ନିର୍ମାଣ କରିପାରିବ ବୋଲି ସୋମବାର ପଶ୍ଚିମବଙ୍ଗର ପାନିହାଟ ସମେତ ବିଭିନ୍ନ…

ସମ୍ବଲପୁର ବିଶ୍ୱବିଦ୍ୟାଳୟର  କୁଳପତିଙ୍କ  ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ରର…

ବରଗଡ :- ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟର  କୁଳପତି ପ୍ରଫେସର ଶ୍ରୀ ସଂଜୀବ ମିତ୍ତଲ୍ ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ରର ପରିଦର୍ଶନରେ  ଆସିଥିଲେ । ଶ୍ରୀ ମିତ୍ତଲ  ସକାଳୁ  ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କର  ଦର୍ଶନ କରି…

ବିନା ବିଦ୍ୟୁତ୍ ଆଲୁଅରେ ଦିଆଯାଉଛି ଭାକ୍ସିନ : ଦୃଷ୍ଟି ଦେବେ କି ପ୍ରଶାସନ 

ଟିଟିଲାଗଡ, (ଗୌରବ ଦର୍ଜୀ  )-କେନ୍ଦ୍ର ସରକାରଙ୍କ କୋଭିଡ ଟୀକାକରଣ ସାରା ଦେଶ ରେ ଆରମ୍ଭ ହୋଇଛି। ପ୍ରଥମେ ୬୦ ବର୍ଷ ରୁ ଅଧିକ ନାଗରିକଙ୍କୁ ଦେବା ପରେ ବର୍ତ୍ତମାନ ସରକାରଙ୍କ ଦ୍ଵାରା ୪୫ ବର୍ଷ ରୁ ଅଧିକ ନାଗରିକ ମାନଙ୍କୁ ଟୀକାକରଣ କରାଯାଉଛି। ଟିଟିଲାଗଡ ର ଉପଖଣ୍ଡିୟ ମୁଖ୍ୟ ଡାକ୍ତରଖାନା ରେ…

ସିଇଓଙ୍କୁ ଭେଟି ଅଭିଯୋଗ କଲା ବିଜେଡି : ନିଶ୍ଚିତ ପରାଜୟ ଆଶଙ୍କାରେ ବିଜେପି ଖର୍ଚ କରୁଛି ବିପୁଳ ଟଙ୍କା

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ନିଶ୍ଚିତ ପରାଜୟ ଆଶଙ୍କାରେ ବିଜେପି ସେ ଅଂଚଳର ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିପୁଳ ଅର୍ଥ ଖର୍ଚ କରିବା ଉଦ୍ୟମ ଜାରି ରଖିଛି | ଆଜି ବିଜେପିର ଦୁଇଜଣ ନେତାଙ୍କ ଠାରୁ ୫୦ ଲକ୍ଷ ତାଙ୍କ ଜବତ ହେବ ଏହାର ଜ୍ୱଳନ୍ତ ଉଦାହରଣ | ତେଣୁ ଅବାଧ, ନିରପେକ୍ଷ ତଥା…

ଆଦର୍ଶ ଶିକ୍ଷକ ତଥା ସାରସ୍ୱତ ସାଧକ ରବୀନ୍ଦ୍ର ସାହୁଙ୍କ ଦେହାନ୍ତ 

ମାହାଙ୍ଗା ମାଟି ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା : ମନ୍ତ୍ରୀ ଶ୍ରୀ ଜେନା  ମାହାଙ୍ଗା ( ଶାସକ ପ୍ରଶାସକ): ସାହିତ୍ୟ ସଂସ୍କୃତି ସମ୍ପନ୍ନ ମାହାଙ୍ଗା ମାଟିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ଶିକ୍ଷାବିତ୍ ତଥା ମାହାଙ୍ଗାରେ ସାରସ୍ୱତ ଆନ୍ଦୋଳନର ଅନ୍ୟତମ ପୃଷ୍ଠପୋଷକ ଏବଂ ପୂର୍ବତନ…

ଅଳ୍ପବିଦ୍ୟା ଭୟଂକରୀ, ବିଧି ବିଧାନ ନଜାଣି ବିଜେପି ଲୋକହସା: ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଧି ବିଧାନ ସଂକ୍ରାନ୍ତରେ ଅବହିତ ନହୋଇ ଔଷଧ ବିକଳରେ ତାଟିଆ କାମୁଡିଲା ଭଳି ବିଜେପି ନେତ୍ରୀ ସିଏଜି ରିପୋର୍ଟ ଉପରେ ଆଜି ଯେଭଳି ପୁଳାଏ ଅସତ୍ୟ କହିଛନ୍ତି ଯାହା ସମ୍ପୂର୍ଣ୍ଣ, ଅବାସ୍ତବ, କପୋଳକଳ୍ପିତ ଏବଂ ଭିତ୍ତିହୀନ ବୋଲି କହିଛନ୍ତି ବିଜେଡି ମୁଖପାତ୍ର…

ପାନୀୟ ଜଳ  ପାଇଁ ହାହାକାର, ୧୨ ଘଂଟିଆ ବନ୍ଦ ଡାକରା ଦେଲା ଭାରତୀୟ ଜନତା ପାର୍ଟି ୟୁବା ମୋର୍ଚ୍ଚା। 

ଟିଟିଲାଗଡ(ଗୌରବ ଦର୍ଜୀ )-ଟିଟିଲାଗଡ଼ ସହରରେ ଏବେ ପାନୀୟ ଜଳ ଯୋଗାଣକୁ ନେଇ ତେଜୁଛି ଅସନ୍ତୋଷ। ଅଧିକାଂଶ ୱାର୍ଡ ରେ ଉତ୍କଟ ରୂପ ନେଉଛି ପାନୀୟ ଜଳ।  କେଉଁଠି ସାତ ଦିନକୁ ଥରେ ତ କେଉଁଠି ଦଶ ଦିନରେ ଥରେ ପାଇପ ଯୋଗେ ଆସୁଛି ପାଣି। ଯାହାକୁ ନେଇ ବଢ଼ିବାରେ ଲାଗିଛି ସହର ରେ ଅସନ୍ତୋଷ। ପାଇପ…