ବାରିପଦା ପୌରପରିଷଦ ୱେବ ସାଇଟ ହ୍ୟାକ

ବାରିପଦା(ଦିଲ୍ଲୀପ ମହାନ୍ତି)-  ଗତ ଏପ୍ରିଲ ୭ରେ ବାରିପଦା ପୌରପରିଷଦର ୱେବ ସାଇଟକୁ ତୁର୍କୀ ଦେଶର ହ୍ୟାକର ଇଲ ମୁଜାଫର ହ୍ୟାକ କରିଥିବାର ଗୁଗୁଲରୁ ଜଣାପଡିଥିଲା । ତେବେ ଏ ବିଷୟରେ ଜଣାପଡିବା ପରେ ୱେବ ସାଇଟକୁ ଠିକ କରାଯାଇଛି ବୋଲି ପୌରପରିଷଦ ସୂତ୍ରରୁ ଜଣାପଡିଛି । ଗୁଗୁଲରୁ ପ୍ରାପ୍ତ ସୂଚନା…

ବନ୍ଦ ହେଲା ସାପ୍ତାହିକ ହାଟ, ସୀମାନ୍ତରେ ଜୋରଦାର ଯାଞ୍ଚ

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳର ବହୁତ ଗ୍ରାମ ପଡୋଶୀ ଛତିଶଗଡ଼ କୁ ଲାଗି ରହିଛି । ଏଠାରେ ସୂଚନାଯୋଗ୍ୟ ଯେ ଛତିଶଗଡ଼ ଅଂଚଳରେ ବର୍ତ୍ତମାନ କୋରୋନା ଏକ ପ୍ରକାର ବେକାବୁ ହେବାରେ ଲାଗିଛି । ଯାହାର ପ୍ରଭାବ ଆମ ରାଜ୍ୟର ସୀମାନ୍ତ ବର୍ତୀ ଅଂଚଳରେ ମଧ୍ୟ ଦେଖୀବାକୁ…

ଟିଟିଲାଗଡ଼ ବିଧାନସଭା ଯୁବ କଂଗ୍ରେସର ଅଭିଯୋଗ :ପ୍ରତିଶୃତି କେବଳ ପ୍ରତିଶୃତି ହୋଇ ରହିଯାଇଛି

ଟିଟିଲାଗଡ, (ଗୌରବ ଦର୍ଜୀ ) -ଟିଟିଲାଗଡ଼ବାସୀ ଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି।   ଟିଟିଲାଗଡ଼ ହାଟପଦା ରେଳବାଇ ଲେବଲ କ୍ରସିଂ ଉପରେ ଏକ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ସରିଛି। ଯାହାକି ଆସନ୍ତାକାଲି ମାନ୍ୟବର ଓଡିଶା ର ମୁଖ୍ୟମନ୍ତ୍ରୀ ଦ୍ବାରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ…

୮ ମାସ ହେଲା ମରାମତି ହେଉନି ବନ୍ଧ ହିଡ଼:କ୍ଷତିପୂରଣ ପାଇଁ  ତହସିଲ ଅଫିସ ଧାଇଁ ଚାଷୀ ନୟାନ୍ତ

 ବରଗଡ଼:  ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରଧାନମାଲ ଗ୍ରାମର ବନ୍ଧ ଗତବର୍ଷ ବର୍ଷାଋତୁରେ ଭାଦ୍ରବ ମାସରେ ଭୁଶୁଡି ଯାଇଥିଲା | ଏହାଦ୍ୱାରା ଅନେକ ଚାଷୀଙ୍କ ଜମି ବାଲିଚର ହୋଇଯାଇଛି | ଗତବର୍ଷ ପ୍ରବଳ ଲଗାଣ ବର୍ଷା ହେତୁ ପ୍ରଧାନମାଲ ବନ୍ଧରେ ପାଣି ଭର୍ତ୍ତି…

ପୁଣି ଫେରିଲା ମାସ୍କ ଚେକିଂ 

ବରଗଡ :- ବରଗଡ ଜିଲ୍ଲାରେ ପୁଣି ମହାମାରୀ କୋରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ମୁଖ୍ୟତଃ ପଡୋଶୀ ଛତିଶଗଡ଼କୁ ଲାଗିରହିଥିବା ଅଂଚଳ ଗୁଡିକରେ ମହାମାରୀ କ୍ଷିପ୍ର ଗତିରେ ମାଡି ଚାଲିଛି । ପ୍ରଶାସନ ତରଫରୁ ଗତ କିଛି ସପ୍ତାହ ହେଲା ଅଂଚଳର ବିଭିନ୍ନ ସ୍ଥାନରେ ବ୍ୟାପକ ସଚେତନତା…

ଦୀପାଙ୍କ ପ୍ରୟାସ ଆଣିଲା ରଙ୍ଗ : ଟେମରିରେ ସ୍ଥାପନ ହେବ ସୌର ପାନୀୟ ଜଳ ପ୍ରକଳ୍ପ

 ବରଗଡ଼ : ରାଜ୍ୟର କୋଣାନୁକୋଣର ସମସ୍ୟାକୁ ନେଇ ସରକାର ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମାଧାନର ମାଧ୍ୟମ ସାଜିଥିବା ସାମାଜିକ କର୍ମୀ ଦୀପା ଏବେ ନିଜ ଗାଁଲୋକଙ୍କ ମୁହଁରେ ହସ ଫୁଟାଇବାରେ ସକ୍ଷମ ହୋଇଛନ୍ତି | ତାଙ୍କର ପ୍ରୟାସ ଏବେ ରଙ୍ଗ ଆଣିଛି, ଆଉ ଗାଁ ଲୋକଙ୍କ ଦୀର୍ଘଦିନର ଥିବା ପାନୀୟ…

କରୋନାରେ ଆଖି ବୁଜିଲେ  ବ୍ଲକର ମୁଖ୍ୟ କିରାଣୀ ସଂସ୍କୃତି ପ୍ରେମୀ ଜଗନ୍ନାଥ ଦାସ 

ଟିଟିଲାଗଡ,(ଗୌରବ ଦର୍ଜୀ)-ଦିନକୁ ଦିନ ଟିଟିଲାଗଡ ସହର ରେ ମହାମାରୀ କରୋନାର ଦ୍ଵିତୀୟ  ଲହରୀ ଉଦବେଗ ଜନକ ସ୍ଥିତି ରେ ରହିଛି। ବର୍ତମାନ ସୁଦ୍ଧା ଟିଟିଲାଗଡ ସହରରେ ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ପ୍ରତିଦିନ ଏହାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଟିଟିଲାଗଡ ସହରର…

ଅବ୍ୟବହୃତ ସରକାରୀ ସମ୍ପତ୍ତି ମିଶନ ଶକ୍ତି ମହାସଂଘମାନଙ୍କୁ ହସ୍ତାନ୍ତର କର : ମୁଖ୍ୟମନ୍ତ୍ରୀ

ବିଭିନ୍ନ ଜିଲ୍ଲାରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ  ଦୁଇ ମାସ ମଧ୍ୟରେ  ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ  ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟର  ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ…

ବିଭିନ୍ନ ଶାଖାର କାର୍ଯ୍ୟ ଅଗ୍ରଗତି ନେଇ ଜଳ ସମ୍ପଦ ମନ୍ତ୍ରୀଙ୍କ ସମୀକ୍ଷା 

ନିର୍ଦ୍ଧାରିତ ସମୟ ସମୟସୀମା ମଧ୍ୟରେ ଧାର୍ଯ୍ୟଲକ୍ଷ୍ୟ ପୂରଣ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ  । ଭୁବନେଶ୍ୱର(ଶାସକ ପ୍ରଶାସକ) - ରାଜ୍ୟ ଜଳ ସମ୍ପଦ , ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ସ୍ଥାନୀୟ ରାଜୀବ ଭବନ ସ୍ଥିତ ଜଳ ସମ୍ପଦ  ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ …

ଜେଏମଏମର ରାଜ୍ୟ କମିଟି ପକ୍ଷରୁ ନୂତନ କର୍ମକର୍ତ୍ତାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦାସ୍ଥିତ ପାନ୍ଥନିବାସ ପରିସରରେ ଜେଏମଏମର ରାଜ୍ୟ କମିଟି ପକ୍ଷରୁ ନୂତନ ଭାବେ ମନୋନୀତ କର୍ମକର୍ତ୍ତାମାନଙ୍କୁ ସ୍ୱାଗତ ସ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ଜେଏମଏମର ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ରାଜ୍ୟ…