ମାସ୍କ ଚେକିଂ ନାଁରେ ଭଦ୍ରକ ଆରଡି ଫାଣ୍ଡି ପୁଲିସର ଦାଦାଗିରି ଅଭିଯୋଗ
ଭଦ୍ରକ/ ସତ୍ୟ ଭୂଷଣ ସ୍ୱାମୀ : ମାସ୍କ ଚେକିଂ ନାଁରେ ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ । ଏହି ଘଟଣା ଶନିବାର ଦିନ ଘଟିଥିବା ଜଣାପଡ଼ିଛି . ବେତାଳି ଗାଁର ଶୁଭରଞ୍ଜନ ମେକାପ ନାମକ ଯୁବକ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ମାସ୍କ ପିନ୍ଧି ନଥିବା…