ସ୍ଥଗିତ ହେଲା ଦଶମ ଓ ଦ୍ୱାଦଶ ପରୀକ୍ଷା : ଆସନ୍ତା ୧୯ରୁ ସମସ୍ତ ସ୍କୁଲ ଓ ହଷ୍ଟେଲ ବନ୍ଦ
ରାଜ୍ୟର ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଚଳିତ ବର୍ଷ ନବମ ଓ ଏକାଦଶ ରେ ପଢ଼ୁଥିବା ସମସ୍ତେ ପାସ୍
ଭୁବନେଶ୍ୱର (ଶାସକ ପ୍ରଶାସକ) : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସିବିଏସଇ ଅଧିନସ୍ଥ ଦଶମ ଶ୍ରେଣୀ ପରୀକ୍ଷାକୁ…