ଆଜି ୪୪୪୫ ନୂଆ ପଜିଟିଭ
ଭୁବନେଶ୍ୱର : ଆଜି ପୁଣି ନୂଆ ୪୪୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରେ ଲୋକାଲ କଣ୍ଟାକ୍ଟ ହେଉଛନ୍ତି ୧୮୭୧ ଜଣ | ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୭୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୫୮୭ ଜଣ ଚିହ୍ନଟ ହୋଇଛନ୍ତି | ତୃତୀୟ ସ୍ଥାନରେ ଅଛି ନୂଆପଡା…