ବିଶ୍ୱ ଓଡ଼ିଆ ମହାସଂଘ ପକ୍ଷରୁ ଟ୍ରାଇ ସାଇକେଲ ପ୍ରଦାନ

ରଘୁନାଥପୁର: ଜଗତସିଂହପୁର ଜିଲ୍ଳା ରଘୁନାଥପୁର ବ୍ଲକ ତଂଅରା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ଦିବ୍ୟାଙ୍ଗ ସଂଜନ ଦାସ, (୪୮) ଙ୍କୁ ବିଶ୍ବ ଓଡ଼ିଆ ମହାସଂଘ ପକ୍ଷରୁ ବ୍ୟାଟ୍ରି ଚାଳିତ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି। ମହାସଂଘର ସଭାପତି ଡ଼ ସୁରେନ୍ଦ୍ରନାଥ ମହାପାତ୍ର ଓ ଉପ ସଭାପତି ଶ୍ରୀ…

ସିଏମ୍ ଟ୍ରୋଫି ଭଲି ବଲ – ଇଣ୍ଟର ଡିଷ୍ଟ୍ରିକ୍ଟ ପ୍ରତିଯୋଗିତା – ୨୦୨୬

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୁଖ୍ୟମନ୍ତ୍ରୀ କପ୍ (ସିଏମ୍ ଟ୍ରୋଫି)–୨୦୨୬ ଅବସରରେ ଓଡ଼ିଶାର ଗଜପତି ଜିଲ୍ଲାରେ ୧୪ ବର୍ଷରୁ କମ ଭଳିବଲ ପ୍ରତିଯୋଗିତା ଏପ୍ରିଲ ୧୭ ଏବଂ ୧୮ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଗ୍ରାମୀଣ ଓ ସହର ଅଞ୍ଚଳର ଯୁବ ଖେଳାଳୀମାନଙ୍କୁ…

୨୦୦୨ ଦଶମ ଶ୍ରେଣୀ ଛାତ୍ରଙ୍କ ବନ୍ଧୁ ମିଳନ; ବ୍ୟକ୍ତିଗତ ଜୀବନରୁ ସମୟ ବାହାର ସାମାଜିକ ସେବା ପାଇଁ ଶପଥ ଗ୍ରହଣ

ବେଲଗୁଣ୍ଠା,୧୮/୦୪,-(ଶିବରାମ ଚୌଧୁରୀ )-ବେଳଗୁଣ୍ଠା ବ୍ଳକ୍ କ୍ଷତ୍ରୀୟବରପୁର ସରକାରୀ ଉଚ୍ଚବିଦ୍ୟାଳୟରେ ୨୦୦୨ ମସିହାରେ ଅଧ୍ୟୟନ କରିଥିବା ଛାତ୍ରଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ମାଆ ବୁଢାକେନ୍ଦୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ୨୦୦୨ ବ୍ୟାଚ୍…

ସୁନୀଲକାନ୍ତ ମହାନ୍ତି ଗଜପତିର ଭାରପ୍ରାପ୍ତ ଏସ୍.ପି.ଦାୟୀତ୍ୱ ନେଲେ

ପାରଳାଖେମୁଣ୍ଡି / ଗଜପତି ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଗତ ମାର୍ଚ୍ଚ ୩୧ ତାରିଖରେ ଅବସର ନେଲାପରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ.ସରଭନ ବିବେକ ଗଜପତି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ହିସାବରେ ଅତିରିକ୍ତ ଦାୟୀତ୍ୱ ବହନ କରିଥିଲେ। ବର୍ତ୍ତମାନ ସେ ପଶ୍ଚିମବଙ୍ଗ ନିର୍ବାଚନରେ…

ବର୍ତମାନ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବହୁବିଧ କ୍ୟାରିୟରର ସୁଯୋଗ ରହିଛି : ଆଇନ୍ ମନ୍ତ୍ରୀ

ଭୁବନେଶ୍ୱର, ଏପ୍ରିଲ ୧୮: ଆଇନ୍ ଛାତ୍ରଛାତ୍ରୀମାନେ ଯଦି ନିଜ ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦେବେ ତେବେ ନିଜର ସଫଳ କ୍ୟାରିୟର ନିମନ୍ତେ ସେମାନଙ୍କ ନିକଟରେ ଅନେକ ବିକଳ୍ପ ରହିଛି ବୋଲି ଶନିବାର ଓଡ଼ିଶା ସରକାରଙ୍କ ଆଇନ୍ ଓ ପୂର୍ତ ବିଭାଗମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଆଇନ୍ ଏକ…

ସୁବର୍ଣ୍ଣପୁର ଜିଲ୍ଲା ଚିକିତ୍ସାଳୟରେ ଜଣେ ନବଜାତ ନବଜାତ ଶିଶୁ ମୃତ୍ୟୁ ବିଷୟରେ ସବିଶେଷ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ…

ଭୁବନେଶ୍ୱର, ୧୮.୪: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୌଦ୍ଧ ଜିଲ୍ଲା ପତ୍ରାପାଲି ଗ୍ରାମ ନିବାସୀ ସୁରେନ୍ଦ୍ର ନାଏକ ଏବଂ ତାଙ୍କ ଧର୍ମପତ୍ନୀ ଜୟନ୍ତୀଙ୍କ ନବଜାତ ଶିଶୁର ମୃତ୍ୟୁ ବିଷୟ ଦୃଷ୍ଟିକୁ ଆସିବା ମାତ୍ରେ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ…

ଓଡ଼ିଆ ସ୍ୱାଭିମାନ ମଧୁବାବୁଙ୍କ ସ୍ଵପ୍ନ ଦିଗନ୍ତ ବିସ୍ତାରୀ

ରାଉରକେଲା,(ବସନ୍ତ କୁମାର ଜେନା) : ଜେଲ ରୋଡ ସ୍ଥିତ ପଦ୍ମାବତୀ ମେମୋରିଆଲ ହଲ ରେ ରାଉରକେଲା ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ପକ୍ଷରୁ ମାସିକ ସାହିତ୍ୟ ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ମାସିକ ସାହିତ୍ୟ ଆସରରେ ମୁଖ୍ୟଅତିଥିଭାବେ ଶିକ୍ଷାବିତ…

ବର୍ତ୍ତମାନ ଗୃହ ଜନଗଣନା, ୨୦୨୭ ଫେବୃଆରୀ ରେ ଲୋକ ସଂଖ୍ୟା ଜନଗଣନା ।

ଅସ୍ତରଙ୍ଗ: ଭାରତୀୟ ନିର୍ବାଚନ କମିଶନର ଙ୍କ ନିର୍ଦ୍ଦେଶ ଅନୁଯାୟୀ ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଗୃହ ଜନଗଣନା କାର୍ଯ୍ୟ ଆରମ୍ଭ ହୋଉଛି । ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ତହସିଲ ଅଧିନରେ ଥିବା ରାଜସ୍ବ ଗ୍ରାମ ଗୁଡ଼ିକ ରେ ଘର ଗଣନା କାର୍ଯ୍ୟ ପାଇଁ ୨୧ ଟି ସୂପର ଭାଇଜର ଗ୍ରୁପ୍ କରା ଯାଇଥିବା…

ସ୍ବସ୍ତି ଝଙ୍କାର ର ୨୭ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ଓ କବିତାୟନ ଆସନ୍ତା ୨୫ ଓ ୨୬ ରେ

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲାର ଅନ୍ୟତମ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ବସ୍ତି ଝଙ୍କାର ଓ ସ୍ବସ୍ତି ସାହିତ୍ୟ ସଂସଦ ରାଉରକେଲା ଆୟୋଜିତ ୪୬ ତମ ବାର୍ଷିକୋତ୍ସବ ଓ ୨୬ ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ୨୪ ତଥା କବିତାୟନ କାର୍ଯ୍ୟକ୍ରମ ୨୫ ଓ ୨୬ ତାରିଖରେ…

ତାଳପଦରରେ ମାସେ ଧରି ଖରାପ ସୋଲାର ପମ୍ପ, ଦୁର୍ଦଶାରେ ଗ୍ରାମବାସୀ

ବିଜେପୁର :-ବରଗଡ଼ ଜିଲ୍ଲା ସହିତ ସମଗ୍ର ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଦିନକୁ ଦିନ ତୀବ୍ର ରୂପ ନେଉଛି। ଏହାର ପ୍ରଭାବରେ ତାପମାତ୍ରା ଉଚ୍ଚ ସୀମାକୁ ଛୁଇଁବା ସହିତ ଜନଜୀବନ ଅସୁବିଧାଜନକ ହୋଇପଡ଼ିଛି। ଏମିତି ପରିସ୍ଥିତିରେ ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମରେ ପିଇବା ପାଣି ସମସ୍ୟା…