ନବରଂଗପୁର ଠାରେ ପବିତ୍ର ଅକ୍ଷୟ ତୃତୀୟା ପାଳନ ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ

ଚାଷୀଙ୍କୁ ସି ଏମ୍ କିଷାନ୍ ସହାୟତା ପ୍ରଦାନର ସିଧା ପ୍ରସାରଣ ନବରଙ୍ଗପୁର, ୨୦.୦୪.୨୦୨୬:ଅଶୋକ ସାହୁ,ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ପୂର୍ବାହ୍ନ ୯.୦୦ ଘ ସମୟରେ ଜାନକୀ ନଗର ସି ଆର୍ ପି ଏଫ୍ ଛାଉଣୀ ରାସ୍ତା ପାର୍ଶ୍ୱ ଜମିରେ ଜିଲ୍ଲା ସ୍ତରୀୟ କୃଷକ ମହାସମାରୋହ ରେ ପାଳନ କରାଯାଇଛି।ଏହି…

ପବିତ୍ର ଅକ୍ଷୟ ତୃତୀୟା : ଜିଲ୍ଲାସ୍ତରୀୟ କୃଷକ ଦିବସ ସମାରୋହରେ କୃଷି ରଥ ଓ ଆମ ବିହନ ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ…

କେନ୍ଦୁଝର,ତା୨୦/୪-ଆଜି କେନ୍ଦୁଝରସ୍ଥିତ ଜୁଡ଼ିଆ ଫାର୍ମରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାରୋହରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଓଡିଶା ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ଆଖିମୁଠି ଅନୁକୂଳ କରିଥିଲେ l ଏହି ଉତ୍ସବ ଉପଲକ୍ଷେ ଆୟୋଜିତ…

ଅକ୍ଷୟ ତୃତୀୟାରେ ଛୁରିଆପାଲିରେ ରଥ ନିର୍ମାଣ ଆରମ୍ଭ

ବିଜେପୁର :- ବରଗଡ଼ ଜିଲ୍ଲା ଛୁରିଆପାଲି ଗ୍ରାମରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନୂତନ ରଥ ନିର୍ମାଣ କାର୍ଯ୍ୟ ଆଜି ଶୁଭାରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ଗ୍ରାମର ଗୌତିଆ ରଘୁନାଥ ସାହୁଙ୍କ ନେତୃତ୍ୱରେ ପ୍ରଥମେ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା।…

ଅକ୍ଷୟ ତୃତୀୟା ଦିନ ଅତାବିରାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭବ୍ୟ ସ୍ୱାଗତ

ବରଗଡ଼ :- ସାରା ଓଡ଼ିଶାରେ ପବିତ୍ର ଅକ୍ଷୟ ତୃତୀୟା ପର୍ବ ଉତ୍ସାହର ସହ ପାଳିତ ହେଉଥିବା ବେଳେ ବରଗଡ଼ ଜିଲ୍ଲାର ଅତାବିରାରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ଭବ୍ୟ ସ୍ୱାଗତ ଜଣାଯାଇଛି। କୃଷି ଋତୁର ଆରମ୍ଭକୁ ସୂଚିତ କରୁଥିବା ଏହି ପବିତ୍ର ଦିନରେ ଚାଷୀମାନଙ୍କ ସହ ସଂପୃକ୍ତ ହୋଇ…

କଟିବ୍ୟଥା ସଚେତନl ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର ହରିହର ନଗରସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ କଟିବ୍ୟଥା ନିରାକରଣ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଗରିଷ୍ଠ, ଅହିତକର ଆହାର ବିହାରରୁ ଆମ ସଞ୍ଚୟ, ଉଚ୍ଚ ସ୍ଥାନରୁ ପଡିଯିବା, ଭାରି ଜିନିଷ…

କଟିବ୍ୟଥା ସଚେତନl ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର ହରିହର ନଗରସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ କଟିବ୍ୟଥା ନିରାକରଣ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଗରିଷ୍ଠ, ଅହିତକର ଆହାର ବିହାରରୁ ଆମ ସଞ୍ଚୟ, ଉଚ୍ଚ ସ୍ଥାନରୁ ପଡିଯିବା, ଭାରି ଜିନିଷ…

ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ବାର୍ଷିକୋତ୍ସବ–୨୦୨୬ ଜାକଜମକରେ ପାଳିତ,

ଓଡ଼ଗାଁ,୧୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ବାର୍ଷିକୋତ୍ସବ ୨୦୨୬ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଦୀର୍ଘ ବର୍ଷ ବ୍ୟବଧାନରେ ଅନେକ ଛାତ୍ରଙ୍କ ଅନୁରୋଧ ଓ ପ୍ରଚେଷ୍ଟା ବଳରେ ଚଳିତ ବର୍ଷର ବାର୍ଷିକ ପୁରସ୍କାର ବିତରଣ ଓ ମନୋରଞ୍ଜନ…

ସିବିଏସଇ ବୋର୍ଡ ପରୀକ୍ଷାରେ ପ୍ରତୀତଙ୍କ ସଫଳତା

ଓଡଗାଁ, ୧୯।୪(ଶ୍ରୀକାନ୍ତ କୁମାର ମିଶ୍ର): ସିବିଏସଇ ବୋର୍ଡ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରି ଗାଁର ଗୌରବ ବଢ଼ାଇଛନ୍ତି ପ୍ରତୀତ କୁମାର ପଣ୍ଡା। ସେ ସର୍ବାଧିକ ୯୮.୨ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ପ୍ରତୀତ ଭୁବନେଶ୍ୱର କଳିଙ୍ଗ ନଗର ସ୍ଥିତ ପିଏମ୍ ଶ୍ରୀ କେଭି ନଂ–୫…

ଓଡ଼ିଶା ଅବସର ପ୍ରାପ୍ତ ସରକାରୀ ସଂଘ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଅବସର ପ୍ରାପ୍ତ କର୍ମଚାରୀ ସଂଘ ଗଜପତି ଶାଖା ଆନୁକୂଲ୍ୟରେ ଆୟୋଜିତ ଜରୁରୀ ବୈଠକ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ସଭାପତି ଅଶ୍ୱିନୀ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅନୁଷ୍ଠାନର ଉପ-…

ସିବିଏସଇ ପରୀକ୍ଷାରେ ୧୦୦% ଫଳାଫଳ ପାଇଁ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଭବ୍ୟ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର, ୧୯ ଏପ୍ରିଲ ୨୦୨୬: ଜଗନ୍ନାଥ ନଗରସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ସିବିଏସଇ ପରୀକ୍ଷାରେ ଶତପ୍ରତିଶତ (୧୦୦%) ଫଳାଫଳ ହାସଲ କରିବା ଅବସରରେ ରବିବାର, ୧୯ ଏପ୍ରିଲ ୨୦୨୬ ତାରିଖ ସକାଳ ୮.୩୦ରେ ଏକ ଭବ୍ୟ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି…