ପରାଜୟ ଭୟରେ ବିଜେପିର ମନଗଢା ବିବୃତ୍ତି: ବିଜେଡି
ଭୁବନେଶ୍ୱର: ୨୦୧୯ର ସାଧାରଣ ନିର୍ବାଚନ ଏବଂ ପରବର୍ତ୍ତୀ ସମସ୍ତ ଉପନିର୍ବାଚନରେ ହାରିବା ଭଳି ରାଜ୍ୟ ବିଜେପିକୁ ଏବେ ପଞ୍ଚାୟତ ଓ ପୌର ନିର୍ବାଚନରେ ହାରିବା ଜଳ ଜଳ ହୋଇ ଦିଶିଲାଣି । ତେଣୁ ପରାଜୟ ଭୟରେ ସେମାନେ ଏପରି ଭିତ୍ତିହୀନ ଏବଂ ମନଗଢା ବିବୃତ୍ତିର ଆଶ୍ରୟ ନେଉଥିବା କହିଛନ୍ତି ବିଜେଡି…