ଅକ୍ସିଜେନ ସେବା କେନ୍ଦ୍ରର ଶୁଭାରମ୍ଭ କଲେ ବୈଜୟନ୍ତ

ନୂଆଦିଲ୍ଲୀ :ଜନତାଙ୍କୁ ଆବଶ୍ୟକ ବେଳେ ସହାୟତା ଯୋଗାଇ ଦେବା ଲାଗି ଆଜି ପଶ୍ଚିମ ଦିଲ୍ଲୀ ସାଂସଦ ପ୍ରବେଶ ସାହିବ ସିଂଙ୍କ ସହ ଏକ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅକ୍ସିଜେନ ସେବା କେନ୍ଦ୍ରର ଉଦଘାଟନ…

ଇଡକୋରେ ନୂତନ ସିଏମଡି ଭାବେ ଦାୟିତ୍ଵ ନେଲେ ଡଃ କ୍ରିଷନ କୁମାର

ଭୁବନେଶ୍ଵର-(ଶାସକ ପ୍ରଶାସକ) :  ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଡଃ. କ୍ରିଷନ କୁମାର ଆଜି ଓଡିଶା ଶିଳ୍ପ ଭିତ୍ତିଭୂମି ଊନ୍ନୟନ ନିଗମ (ଇଡକୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ  ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଯୋଗଦେବାର ପ୍ରଥମ ଦିବସରେ ସେ ଇଡକୋର ବିଭିନ୍ନ…

ବିଦ୍ୟୁତ ଖୁଣ୍ଟ ଭାଙ୍ଗି  ବିଦ୍ୟୁତ ତାର ଚୋରି : ଏସଡିପିଓଙ୍କୁ ଚାଷୀଙ୍କ ଅଭିଯୋଗ ।

ପଦ୍ମପୁର :ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ଥାନା ଚେରଙ୍ଗାଝାଞୀ ଗ୍ରାମର ଜଣେ ଚାଷୀଙ୍କ ଚାଷ ଜମିକୁ ଯାଇଥିବା ବିଦ୍ୟୁତ ଖୁଣ୍ଟ କୁ ଭାଙ୍ଗି ବିଦ୍ୟୁତ ତାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଚେରଙ୍ଗାଝାଞୀ ଗ୍ରାମ ର ଚାଷୀ କୈାଲାଶ ପ୍ରଧାନ ତାଙ୍କ ଗ୍ରାମ ର ବସ୍ତିରୁ…

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତବର୍ଷର ଚାଷୀଙ୍କୁ ପିଏମ-କିଷାନର ଅଷ୍ଟମ କିସ୍ତି ପ୍ରଦାନ

"ପିଏମ-କିଷାନର ଅଷ୍ଟମ କିସ୍ତିରେ ଓଡ଼ିଶାର ୨୭. ୮୩ ଲକ୍ଷ ଚାଷୀଙ୍କୁ ୫୫୬.୬୪ କୋଟି ଟଙ୍କା" ଭୁବନେଶ୍ୱର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ୍) ଯୋଜନା ଅନ୍ତର୍ଗତ ୮ମ କିସ୍ତିରେ ଓଡ଼ିଶାର ୨୭ ଲକ୍ଷ ୮୩ ହଜାର ୨୦୯ ଜଣ ଚାଷୀଙ୍କୁ…

୭ ଜଣ ମେଧାବୀ ଛାତ୍ରଛାତ୍ରୀ ଲାପଟପ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ।

ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଳକରେ ବାଲିପଦର ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ଓ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାଞ୍ଚ ଜଣ ମେଧାବୀ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଲାପଟପ୍ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବାଲିପଦର…

ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ବିଜେପି ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ମେ ୫ କେନ୍ଦୁଝର କୋଭିଡ୍ ପରିଚାଳନର କାଳରାତ୍ରୀ, ବିଭିଷିକାର ବିଚାର ବିଭାଗୀୟ ତଦନ୍ତ ଦାବୀ ଭୂବନେଶ୍ୱର / କେନ୍ଦୁଝର : କୋଭିଡ୍ ଡାକ୍ତରଖାନା ନିକଟ ରାସ୍ତା ଧାରରେ ଚିକିତ୍ସାଧୀନ ରୋଗୀଙ୍କ ମୃତ ଶରୀର ଉଦ୍ଧାର ଭଳି ଅମାନୁଷିକ ଘଟଣା କେନ୍ଦୁଝର ଜିଲ୍ଲାର କୋଭିଡ୍ କୁପରିଚାଳନାକୁ ପଦାରେ ପକେଇ…

ଗଡ଼ିଲା “ରାଜସ୍ୱ ରଥ’ : ଲୋକଙ୍କ ହାତ ପାଆନ୍ତାରେ ମିଳିବ ରାଜସ୍ୱ ସେବା 

"ଉତ୍ତମ ଶାସନର ଏକ ସର୍ବୋତ୍ତମ ଅଭ୍ୟାସ ଭାବେ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳମାନଙ୍କୁ କୋଭିଡ୍-୧୯ ମହାମାରୀ ସମୟରେ ସେମାନଙ୍କ ଜିଲ୍ଲାରେ "ରାଜସ୍ୱ ରଥ' ମାଧ୍ୟମରେ…

ରାୟଗଡ ଜିଲ୍ଳାରେ କୋଭିଡ୍ ସଂକ୍ରମଣ କମାଇବା ନିମନ୍ତେ ଜିଲ୍ଲାପାଳଙ୍କ ଉଦ୍ୟମ :ବରିଷ୍ଠ ଅଧିକାରୀଙ୍କୁ ବାଣ୍ଟିଦେଲେ…

ରାୟଗଡ/ସରୋଜ କୁମାର ସାହୁ- ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାୟଗଡ ଜିଲ୍ଳାରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ କମାଇବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଯଥାସମ୍ଭବ ଉଦ୍ୟମ ଜାରି ରଖାଯାଇଛି । ଲକଡାଉନ ସମୟରେ କଟକଣାକୁ କଡାକଡି ଭାବେ ପାଳନ କାଇବା ନିମନ୍ତେ …

ବୀରମହାରାଜପୁର ଥାନାରେ ଫୋନ ମାଧ୍ୟମରେ ହେବ ଅଭିଯୋଗ ।

ବୀରମହାରାଜପୁର - (ବିନୋଦ ପାଣ୍ଡେ ) :  ସୁବର୍ଣ୍ଣପୁର ଜିଲ୍ଲା  ବୀରମହାରାଜପୁର ଆଦର୍ଶ ଥାନକୁ ନଆସି ଜନସାଧାରଣ ଘରେ ଥାଇ ଫୋନ ମାଧ୍ୟମରେ ବିଭିନ୍ନ ଅଭିଯୋଗ କରିପାରିବେ । କରୋନା କଟକଣା ଯୋଗୁଁ ଥାନାକୁ ନଆସି ପାଇଁ ରାଜ୍ୟ ସରକାର ପକ୍ଷରୁ ବାରଣ କରାଯାଇଅଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ…

ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କ  ନଦୀ ବନ୍ଧ ତଦାରଖ ଓ ସୁରକ୍ଷା ସଂପର୍କିତ ସମୀକ୍ଷା ।

ଭୁବନେଶ୍ୱର (ଶାସକ ପ୍ରଶାସକ): ପ୍ରାକ୍ ମୌସୁମୀ  ତଥା ଆଗାମୀ ମୌସୁମୀ ବର୍ଷା ପରିପ୍ରେକ୍ଷୀରେ ରାଜ୍ୟରେ ଥିବା ବିଭିନ୍ନ ନଦୀବନ୍ଧର ସୁରକ୍ଷା ନେଇ ତଦାରଖ ଓ  ବନ୍ୟା ପ୍ରସ୍ତୁତି ସଂପର୍କରେ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମୀକ୍ଷା କରିଛନ୍ତି । ଭର୍ଚୁଆଲ ବ୍ୟବସ୍ଥା…