ଆରମ୍ଭ ହେଲା ରଥ ନିର୍ମାଣ : ପ୍ରଥମ ଦିନରେ ତିନି ରଥର ତୁମ୍ବ କଟିଂ
ପୁରୀ: ଆରମ୍ଭ ହେଲା ରଥ ନିର୍ମାଣ । ପ୍ରଥମ ଦିନରେ ଆଗେଇ ଚାଲିଛି ତିନି ରଥର ତୁମ୍ବ କଟିଂ । ଥର୍ମାଲ ସ୍କ୍ରିନିଂ ପରେ ମହାରଣା ସେବକ ମାନେ ତୁମ୍ବ କଟିଂ କାମ ଆରମ୍ଭ କରିଛନ୍ତି । ତୁମ୍ବ କଟିଂ କାମକୁ ୩ରଥର ମୁଖ୍ଯ ମହାରଣାଙ୍କୁ ମିଶାଇ ୯ ଜଣ ମହାରଣା ସେବକ, ୬ଜଣ କରତିଆ ଓ ଜଣେ ରଥ ଅମିନ…