ପରଲୋକରେ ପୂର୍ବତନ ବିଧାୟକ କମଳାକାନ୍ତ ନାୟକ
ବାରିପଦା,(ଦିଲ୍ଲୀପ ମହାନ୍ତି):ଯଶିପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କମଳାକାନ୍ତ ନାୟକ(୬୭)ଙ୍କର ଆଜି ସକାଳେ କେନ୍ଦୁଝରଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ବିଜୁ ଜନତା ଦଳରୁ ଚତୁର୍ଦ୍ଦଶ ବିଧାନସଭାକୁ ନିର୍ବାଚିତ ହୋଇ (୨୦୦୯-୨୦୧୪) ଯଶିପୁରର ବିଧାୟକ ହୋଇଥିଲେ ।…