ଆପନ୍ନା ପରିଚ୍ଛା ସ୍ମୃତି ସଂସଦ ପକ୍ଷରୁ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୩ ତମ ଜନ୍ମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୩ ତମ ଜନ୍ମ ଜୟନ୍ତୀ ଭର୍ଚୁଆଲ୍ ମିଟିଙ୍ଗ ମାଧ୍ୟମରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆପନ୍ନା ପରିଚ୍ଛା ସ୍ମୃତି ସଂସଦର ସମ୍ପାଦକ ମୁରଲୀଧର  ପରିଚ୍ଛା ଏହାର…

କରୋନା ମୁକାବିଲା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନକୁ ହିଣ୍ଡାଲକୋ ବଢ଼ାଇଲା ସହଯୋଗର ହାତ 

ଭୁବନେଶ୍ୱର: କରୋନା ମହାମାରୀ ଦ୍ୱିତୀୟ ପର୍ଯ୍ୟାୟର ଦୃଢ଼ ମୁକାବିଲା ନିମନ୍ତେ, ଜିଲ୍ଲା ପ୍ରଶାସନ ଝାରସୁଗୁଡ଼ା ସହିତ ସମନ୍ୱୟ ରକ୍ଷା କରି ଆଦିତ୍ୟ ଆଲୁମିନିୟମ ଲପଙ୍ଗା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ୧୦ଟି ଅକ୍ସିଜେନ୍ କନ୍ସେନଟ୍ରେଟର, ୨୦୦ଟି ପିପିଇ କିଟ୍ ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ଓ…

ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି 

 ଭୁବନେଶ୍ୱର / ଶାସକ ପ୍ରଶାସକ : ସଂପ୍ରତି ଉତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ମଇ ୨୫ ଓ ୨୬ ତାରିଖ ବେଳକୁ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ…

ଗଡିଲା କୋଭିଡ ସଚେତନତା ରଥ

ସୋହେଲା, (ଶାସକପ୍ରଶାସକ)-ମହାମାରୀ କରୋନାର ମୁକାବିଲା ପାଇଁ ବରଗଡ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ କୋଭିଡ ସଚେତନତା ରଥ ବାହାରିଛି । ଗତକାଲି ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଶ୍ରୀ ସଂଜୟ କୁମାର ସାହୁ ଏହି ରଥକୁ ଉଦଘାଟନ କରିଥିଲେ । ଆଜି ଏହି ରଥ ସୋହେଲା…

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ : ଆତଙ୍କିତ ନ ହେବା କୁ ପରାମର୍ଶ ।

ଆମର ସିଦ୍ଧାନ୍ତ ହେଉଛି ‘ସବୁ ଜୀବନ ମୂଲ୍ୟବାନ’, ତେଣୁ ଲୋକଙ୍କୁ  ନିରାପଦ ସ୍ଥାନକୁ ସ୍ଥାନାନ୍ତର ଉପରେ ଗୁରୁତ୍ବ – ମୁଖ୍ୟମନ୍ତ୍ରୀ ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରାଜ୍ୟ ମଧ୍ୟରେ ତଥା ରାଜ୍ୟ ବାହାରକୁ…

ସଂକ୍ରମିତ ଙ୍କର ସଂଖ୍ୟା ବଢୁଥିବା ବେଳେ ଲୋକ କିନ୍ତୁ ଅମାନିଆ

ଦେବଦୂତ ସାଜି ସଂକ୍ରମିତ ଲୋକଙ୍କୁ ସହଯୋଗର ହାତ ବଢ଼େଇଲେ ତହସିଲଦାର ମହେନ୍ଦ୍ର ବଢ଼େଇ ବରଗଡ :- ବରଗଡ଼ ଜିଲ୍ଲାରେ ରେ କୋରୋନା ସଂକ୍ରମଣ ବର୍ତ୍ତମାନ ସୁଦ୍ଧା  ନିୟନ୍ତ୍ରଣ ବାହାରେ ରହିଛି । ପ୍ରତ୍ୟେକ ଦିନ ନୂଆଁ ନୂଆଁ ଗ୍ରାମରୁ ସଂକ୍ରମଣ ର ଖବର ହସ୍ତଗତ ହେଉଥିବା ବେଳେ ଲୋକେ ଅମାନିଆ ।…

ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା “ୟଶ୍” ର ମୁକାବିଲା ନିମିତ୍ତ ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ହେବାକୁ ଥିବା ସମ୍ଭାବ୍ୟ ଝାଡ଼ବାତ୍ୟା ଓ ପ୍ରବଳ ବର୍ଷାକୁ ଆଖିଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ…

ରାଜ୍ୟ କୋଭିଡ ଡ୍ୟାସବୋର୍ଡରେ ‘Covid-19 Test Report’ ସୁବିଧାର ଶୁଭାରମ୍ଭ ।

ମୋବାଇଲ ରୁ ମିଳିବକୋଭିଡ ପରୀକ୍ଷା ରିପୋର୍ଟ ରିପୋର୍ଟ ପାଇଁ  ପରୀକ୍ଷା କେନ୍ଦ୍ର ଯିଵା  ଦରକାର ନାହିଁ  ଭୁବନେଶ୍ୱର:ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି। କୋଭିଡ-୧୯…

ପଦ୍ମପୁର ସବ୍ ଜେଲରେ ୮୩ ଜଣଙ୍କଠାରେ ପଜିଟିଭ ଚିହ୍ନଟ , ୫ ସିସିସିରେ ଭର୍ତ୍ତି

ବରଗଡ଼ ― ବରଗଡ଼ ଜିଲ୍ଲା ରେ ପ୍ରତ୍ୟେକ ଦିନ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଲେ ଲକଡାଉନ ଆରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ର ସକ୍ରିୟ ଆକ୍ରାନ୍ତ ଙ୍କ ସଖ୍ଯା ତିନିହଜାର ରୁ କମିବାର ନା ଧରୁନଥିବା ରୁ ଲୋକଙ୍କ ମନରେ ଭୟ ବଢ଼ିବାରେ ଲାଗୁଛି ଏଭଲି ସମୟରେ ପଦ୍ମପୁର ସବ୍ ଜେଲ…

ବରଗଡ ଜିଲ୍ଲା କୃଷକ ମୋର୍ଚା ତରଫରରୁ ପାଇକମାଳର ନୂତନ ପିଏଚସି ଠାରେ “ହେଲ୍ପ  ଡେକ୍ସ” ଉଦ୍ଘାଟିତ 

ପଦ୍ମପୁର : ବରଗଡ ଜିଲ୍ଲା କୃଷକ ମୋର୍ଚା ତରଫର ରୁ ପାଇକମାଳର ନୂତନ ପିଏଚସି ଠାରେ  ଖୋଲାଯାଇଥିବା କରୋନା ରୋଗୀଙ୍କ ସହାୟକ  ପାଇଁ ରାଜ୍ୟ  କୃଷକ ମୋର୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ଉପସ୍ଥିତରେ "ହେଲ୍ପ  ଡେକ୍ସ" ଭରଚୁଆଲ ମାଧ୍ୟମରେ ବିଜେପି  ରାଷ୍ଟ୍ରୀୟ  ଅଧକ୍ଷ ଜେପି  ନଡ୍ଡା ଓ କୃଷକ…