ଅସହାୟ ମହିଳା ଓ ଦୁଇ ବର୍ଷର ଶିଶୁଙ୍କୁ ସାହା ହେଲେ ଡାକ୍ତର ତ୍ରିଶୁଳ ସେନାପତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେଶରେ ଲକ୍ ଡାଉନ୍ ଚାଲିଥିବା ବେଳେ ପ୍ରବାସୀ ଶ୍ରମିକମାନେ ନିଜ ଘର ମୁହାଁ ହେଉଛନ୍ତି  । ଦିଲ୍ଲୀରେ ଶ୍ରମିକ ଭାବେ ବଲାଙ୍ଗୀର ଜିଲ୍ଲାର ପ୍ରଦୀପ କିଷାନ(୩୨) ଓ ତାଙ୍କ ସ୍ତ୍ରୀ ଅନୀତା କିଷାନ(୨୬) କୁଲି ମଜୁରୀ କରି ଚଳି ଆସୁଥିଲେ । ଲକ୍ ଡାଉନ୍…

ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରୀୟ ସହାୟତାକୁ ନେଇ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବା ବନ୍ଦ ରୁହନ୍ତୁ : ନିରଞ୍ଜନ*

ଭୁବନେଶ୍ୱର(ଶାସକ ପ୍ରଶାସକ)- ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟ ଏବଂ କେନ୍ଦ୍ର ଉଭୟ ପରସ୍ପର ପରିପୂରକ । ସଙ୍ଘୀୟ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ତାଙ୍କର ପ୍ରାପ୍ୟ ଅର୍ଥ ଯୋଗାଇ ଦେଇଥାନ୍ତି । ବସ୍ତୁତ ମୂଳ ପ୍ରସଙ୍ଗଟି କେନ୍ଦ୍ର ସରକାର ଯେଉଁ ଆୟ କରନ୍ତି ତାହା…

ପ୍ରଧାନମନ୍ତ୍ରୀଙ୍କ ସହ ‘ୟଶ୍’ ପରିସ୍ଥିତିର ସମୀକ୍ଷା ଏବଂ ଆକାଶମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ବାତ୍ୟା ‘ୟଶ୍’ର ମୁକାବିଲା ପାଇଁ ଓଡିଶାକୁ ତତ୍କାଳୀନ ୫୦୦ କୋଟି ସହାୟତା ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ - ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ‘ୟଶ୍’ ପରିସ୍ଥିତିର ସମୀକ୍ଷା ଏବଂ ଆକାଶମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ ପରେ ଓଡିଶାକୁ…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ସହ ଆକାଶ ମାର୍ଗରୁ ବାତ୍ୟା ଅଂଚଳ ପରିଦର୍ଶନ କଲେ ବୈଜୟନ୍ତ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ  ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଷଢଙ୍ଗୀ ଆଜି ଆକାଶ ମାର୍ଗରୁ  ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି। ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ…

 ବାତ୍ୟା “ୟାସ୍’ ପ୍ରଭାବିତ ସମସ୍ତ ୫ଟି ଜିଲ୍ଲାରେ ରାସ୍ତା ମରାମତି ସଂପୂର୍ଣ୍ଣ କଲା  ପୂର୍ତ୍ତ ବିଭାଗ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ପୂର୍ତ୍ତ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ସହ ବାତ୍ୟା "ୟାସ୍' ପ୍ରଭାବିତ ସମସ୍ତ ୫ଟି ଜିଲ୍ଲାରେ ରାସ୍ତାଘାଟର ମରାମତି ସଂପୂର୍ଣ୍ଣ ହୋଇଛିା  ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାତ୍ୟା "ୟାସ୍'ରେ ସର୍ବାଧିକ ପ୍ରଭାବିତ ବାଲେଶ୍ୱର…

ରାଜ୍ୟ ସରକାରଙ୍କ ଦ୍ୱାରା କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ଓ ଆର୍ଥିକ  ସହାୟତା ପ୍ରଦାନ

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାର ଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତିା…

 ଓଡ଼ିଶାକୁ ତତ୍କାଳ ୫୦୦ କୋଟି ବାତ୍ୟା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ/ଭୁୁବନେଶ୍ୱର: ତିନି ରାଜ୍ୟରେ ହୋଇଥିବା ୟସ ବିତ୍ପାତ ପରିପ୍ରେକ୍ଷୀରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷତିଗ୍ରସ୍ତ ତିନି ରାଜ୍ୟ ପାଇଁ  ୧୦୦୦ କୋଟି ଟଙ୍କା ତତ୍କାଳ ସହାୟତା ଘୋଷଣା କରିଥିବା ବେଳେ ତନ୍ମଧ୍ୟରୁ ସର୍ବାଧିକ କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ  ୫୦୦ କୋଟି ଟଙ୍କା ବାତ୍ୟା…

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଓ ପ୍ରସ୍ତୁତିକୁ ପ୍ରଧାନମନ୍ତ୍ରୀଙ୍କ ଭୁୟସୀ ପ୍ରଶଂସା 

ୟସ କ୍ଷତିଗ୍ରସ୍ତ ଅଂଚଳର ସ୍ଥିତି  ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଆକାଶ ମାର୍ଗରୁ କଲେ ନିରୀକ୍ଷଣ  ତୁରନ୍ତ ସହାୟତା ମାଗିଲେନି ମୁଖ୍ୟମନ୍ତ୍ରୀ, ଦୀର୍ଘସ୍ଥାୟୀ ସମାଧାନ ପାଇଁ ରଖିଲେ ଅନୁରୋଧ  ଭୁବନେଶ୍ୱର (ଶାସକ ପ୍ରଶାସକ) :  ୟସ କ୍ଷତିଗ୍ରସ୍ତ ଅଂଚଳର ସ୍ଥିତି ଅନୁଧ୍ୟାନ କରିବା ପାଇଁ…

ସୂଚନା ପ୍ରଦାନ ଜନସାଧାରଣଙ୍କୁ ଅଧିକ ସଚେତନ ଓ ସଶକ୍ତ କରିବ -ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ

ସୂଚନା ଅଧିକାରୀମାନଙ୍କ  କାର୍ଯ୍ୟଧାରାକୁ ଅଧିକ  ପ୍ରଭାବୀ କରିବାକୁ ପରାମର୍ଶ ଭୁବନେଶ୍ୱର: ତ୍ୱରିତ ଓ ସଠିକ ଭାବରେ ସୂଚନା ପ୍ରଦାନ ଜନସାଧାରଣଙ୍କୁ ସଚେତନ ଓ ସଶକ୍ତ କରିଥାଏ । ଫଳରେ ସେମାନଙ୍କୁ ସରକାରୀ କାର୍ଯ୍ୟକ୍ରମର ସଫଳତା  ପାଇବା ସହଜ ହୋଇଥାଏ । ଏଣୁ  ରାଜ୍ୟ ସରକାରଙ୍କ ବିଭିନ୍ନ…

ମହାମାରୀରେ ମୃତକ ଙ୍କୁ ବିଜୁ ଜନତା ଦଳର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର / ଝାରସୁଗୁଡା :- ଗୁରଵାର ଦିନ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟ ଠାରେ କୋଭିଡ -୧୯ ର ଦ୍ଵିତୀୟ ଲହର ରେ ପ୍ରାଣ ହରେଇ ଥିବା ସ୍ୱର୍ଗତ ପରୀମଳ ବୋଷ , ଯୋଗେଶ ଦାଶ , ବାବୂଲୂ ଧାନୁକା , ପାୟଲ ମାଳି , ମିତ୍ରଭାନୁ ପଟେଲ , ସମସେର କୁରେଶୀ , ଈଶ୍ବର ଦଣ୍ଡସେନା , ଅପର୍ଣ୍ଣା ମହାନନ୍ଦଙ୍କ…