କୄଷକ ମୋର୍ଚା ତରଫରୁ ପାଇକମାଲରେ ସେବା ହିଁ ସଂଗଠନ କର୍ଯ୍ୟକ୍ରମ ଅନୁଷ୍ଠିତ ।
ପଦ୍ମପୁର(ଶାସକପ୍ରଶାସକ)-ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସରେ ଦେଶ ସାରା ଚାଲିଥିବା ସେବା ହିଁ ସଂଗଠନ କାର୍ଯ୍ୟକ୍ରମ ରେ ଆଜି ବରଗଡ ଜିଲ୍ଲା କୃଷକ ମୋର୍ଚା ତରଫର ରୁ କୄଷକ ମୋର୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଇକମାଲ ଠାରେ ମଧ୍ୟ ଅନୁଷ୍ଠିତ…