ରାୟଗଡ଼ା ଜିଲ୍ଲାରେ ବର୍ଦ୍ଧିତ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ୯ ଦଫା ଦାବି ପତ୍ର ପ୍ରଦାନ
ରାୟଗଡ଼ା (ସରୋଜ ସାହୁ) : କେବଳ ଭାରତ ନୁହେଁ ସମଗ୍ର ବିଶ୍ବ କରୋନା ମହାମାରୀ ସଂକ୍ରମଣର ଶିକାର ହୋଇଛି । ସମ୍ପୂର୍ଣ୍ଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । କରୋନା ସ୍ଥିତିରେ ନିୟନ୍ତ୍ରଣ ପାଇଁ ବିଶ୍ଵବ୍ୟାପି ତାଲା ବନ୍ଦ ପରିସ୍ଥିତି ଦେଇ ଗତି କରୁଛି । ଆମ ଦେଶରେ ମଧ୍ୟ ବିଗତ ୨୪ ମାର୍ଚ ରୁ…