ଅଧିକାରୀ ମାନଙ୍କର ଅପାରଗତା ଓ ଦାୟିତ୍ବହୀନତା କାରଣରୁ ଆରମ୍ଭ ହୋଇପାରୁନାହିଁ ଅଫିସ
ରକ୍ଷଣାବେକ୍ଷଣ ନାମରେ ଲକ୍ଷ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ
ବରଗଡ :- ରାଜ୍ୟ ସରକାର ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଅନେକ ପ୍ରକାର ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଲୋକଙ୍କୁ ଠିକ ଭାବରେ ସରକାରୀ ସେବା ଯୋଗାଇବା ପାଇଁ ଓ ପ୍ରଶାସନକୁ ଲୋକଙ୍କର ନିକଟତର କରିବା ପାଇଁ ସରକାରଙ୍କର…