ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ସିଇଓଙ୍କ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନ ନୀରିକ୍ଷଣ
ବିଭିନ୍ନ ରେଳବାଇ ପ୍ରକଳ୍ପ ଗୁଡିକର କଲେ ସମୀକ୍ଷା
ଭୁବନେଶ୍ୱର : ରେଳ ମନ୍ତ୍ରଣାଳୟର ରେଳବାଇ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀ ସୁନୀତ ଶର୍ମା ତାଙ୍କର ଦିନିକିଆ ଭୁବନେଶ୍ୱର ଗସ୍ତ ସମୟରେ ଭୁବନେଶ୍ୱର ରେଳ ଷ୍ଟେସନ ନୀରିକ୍ଷଣ କରିବା ସହିତ ପୂର୍ବ ତଟ ରେଳପଥର…