ଜନଶୁଣାଣୀକୁ ଅଞ୍ଚଳବାସୀଙ୍କ ବିପୁଳ ସମର୍ଥନ , ଚୁକ୍ତି ଅପେକ୍ଷାରେ ହିଣ୍ଡଲକୋ
ଲକ୍ଷ୍ମୀପୁର :ବୈକୁଣ୍ଠ ଦୁରିଆ - କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ଧରାଡ଼ା ଠାରେ ୩ ଏମଟି ବକ୍ସାଇଟ ଖନନ ନିମନ୍ତେ ଆଜି ପରିବେଶ ପ୍ରଦୂଷଣ ମଞ୍ଜୁରୀ ନିମନ୍ତେ ଅଞ୍ଚଳବାସୀ ଙ୍କ ଜନମତ ଲୋଡ଼ା ଯାଇ ଥିଲା । ଏହି ଜନଶୁଣାଣୀ ରେ ସିଧାସଳଖ କ୍ଷତିଗ୍ରସ୍ତ ଓ…