ଥାନାରେ ବାହାଘର
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଆଦର୍ଶ ଥାନାରେ ପ୍ରେମି ଯୁଗଳଙ୍କ ବିବାହ କରାଇଲେ ପଦ୍ମପୁର ଥାନା ଅଧିକାରୀ । ପଦ୍ମପୁର ସହରର ବଡ଼ବନ୍ଧ ପଡାର ନିଳମଣି ଗୁଣ୍ଡିଙ୍କ ଝିଅ ସୁବାଶିନୀ ଗୁଣ୍ଡି ଓ ପାଇକମାଲ ଥାନା ସୋଢାର ମାଧବ ପଟେଲଙ୍କ ପୁଅ ରମେଶ ପଟେଲଙ୍କ ସହ ବିବାହ କରାଇଛନ୍ତି ପଦ୍ମପୁର ଥାନା…