କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ବରଗଡ଼ ଜିଲ୍ଲାର ପ୍ରତିନିଧିମଣ୍ଡଳୀ

0

ପଦ୍ମପୁର(ଶାସକ ପ୍ରଶାସକ)-ବରଗଡ଼ ଜିଲ୍ଲାର ଉନ୍ନତିମୂଲକ କାମ ପାଇଁ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ବରଗଡ଼ ଜିଲ୍ଲାର ପ୍ରତିନିଧିମଣ୍ଡଳୀ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁଙ୍କ ନେତୄତ୍ବରେ ବରଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ, ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାହୁ, ଶଙ୍କର ଖାଲଖୋ,ସଭ୍ୟା କୁମୁଦିନୀ ସାହୁ ସମାଜସେବୀ ଜୟ ନିଗମ, ଗୋପାଳ ପଟେଲ,ମଥୁରା ପଟେଲ ତତ୍ ସଙ୍ଗେ ସଙ୍ଗେ ପଦ୍ମପୁର ଉପଖଣ୍ଡ ର ଜଣାଶୁଣା ଡାକ୍ତର ସୁଦୀପ୍ତ କୁମାର ସାହୁ ଯାଇ ବରଗଡ ଜିଲ୍ଲା ଅଧିନସ୍ଥ ପଛୁଆ ଅଞ୍ଚଳ ଭାବେ ବିବେଚିତ ହୋଇଥିବା ଆଦିବାସୀ ଅଧ୍ୟୁଷିତ ପଦ୍ମପୁର ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ବରଗଡ ରେ ଏକ ସୈନିକ ସ୍କୁଲ ଖୋଲିବା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି l

Leave A Reply

Your email address will not be published.