ଜିଲ୍ଲାସ୍ତରୀୟ ୬୨ତମ ପୋଲିସ ଶହୀଦ ସ୍ମୃତି ଦିବସ

https://youtu.be/RiZqrqsVoDk ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ଠାରେ ଥିବା ସଂରକ୍ଷୀତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗୁରୁବାର ଦିନ ଜିଲ୍ଲାସ୍ତରୀୟ ୬୨ତମ ପୋଲିସ…

ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସିନାପାଲିରେ କ୍ୟାଣ୍ଡେଲ ଯାତ୍ରା

ନୂଆପଡ଼ାରୁ ଯଶୋବନ୍ତ କୁମାର : ବହୁ ଚର୍ଚ୍ଚିତ ମହାଳିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା କୁ ସିନାପାଲି ଅଞ୍ଚଳରେ ଘୋରନିନ୍ଦା* କରାଯିବା ସହ ପୀଡିତା ପରିବାରକୁ ଉପଯୁକ୍ତ ନ୍ୟାୟପ୍ରଦାନ ପାଇଁ ଦାବି କରାଯାଇଛି ।ଏ ନେଇ ସିନାପାଲି,ହାତିବନ୍ଧା ସହ ଆଖପାଖ…

ମମିତା ମେହେର ପ୍ରତି ଅମାନୁଷିକ ଘଟଣାରେ ମନ୍ତ୍ରୀ ଵହିଷ୍କାର, ମୁଖ୍ୟ ଅଭିଯୁକ୍ତ ଫାଶୀ ଦାବୀ କଲା ଦଳିତ ଅଧିକାର ମଞ୍ଚ

ନୂଆପଡ଼ାରୁ ଯଶୋବନ୍ତ କୁମାର: କଲାହାଣ୍ଡି ଜିଲ୍ଲା ମହାଳିଙ୍ଗ ଠାରେ ଥିବା ସନସାଇଁନ ପବ୍ଲିକ ସ୍କୁଲ ଅଧକ୍ଷା ମମିତା ମେହେରଙ୍କୁ ପ୍ରତି ହୋଇଥିବା ଅମାନୁଷିକ ଅତ୍ୟାଚାର ପ୍ରତିବାଦରେ  ଦଳିତ ଅଧିକାର ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଇଛି ।ଖଡ଼ିଆଳ ଥାନା ସମ୍ମୁଖରେ ମନ୍ତ୍ରୀଙ୍କ ବେନର,ପୋଷ୍ଟର…

ସୁନାବେଡା ଅଭୟାରଣ୍ୟ ଢେକୁନପାଣି ଗ୍ରାମଠାରେ ଗରିବ ସେନା ନୂଆଖାଇ ଭେଟ ଘାଟ ଉତ୍ସବ ପାଳିତ

ନୂଆପଡ଼ାରୁ ଯଶୋବନ୍ତ କୁମାର : ସୁନାବେଡା ଅଭୟାରଣ୍ୟ ଢେକୁନପାଣି ଗ୍ରାମଠାରେ ଗରିବ ସେନା ନୂଆଖାଇ ଭେଟ ଘାଟ ଉତ୍ସବ ପାଳିତ ହୋଇଅଛି। ସଭାପତି ରବି ମଙ୍ଗରାଜଙ୍କ ଆହ୍ବାନ କ୍ରମେ ଗରିବ ସେନା ଟିମ୍ ର ପ୍ରମୁଖ ସଦସ୍ଯ ମାନଙ୍କୁ ନେଇ ଏହି କାର୍ଯ୍ଯାକ୍ରମ ଅନୁଷ୍ଠିତ ହେଇଥିଲା। ଦଳିତ ଅଧିକାର ମଞ୍ଚ…

ଇଏ ଅଙ୍ଗନବାଡି ନା ରାଜ ଉଆସ ତିଆରି ହେଉଛି ବା !

୧୦ବର୍ଷ ତଳେ ଆରମ୍ଭ ହୋଇଥିଲା ଯେ କାମ ସରୁନି ! ମାଲକାନଗିରି/ ବି ମିନତୀ ପାତ୍ର :-ରାଜ୍ୟ ସରକାରଙ୍କ ସୁଶାସନ ବା 5T ଯୋଜନାକୁ ଚ୍ୟାଲେଞ୍ଜ ଦେଉଛି ପଡ଼ିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ତେଗେଡ଼ାପାଲ୍ଲୀ ଗ୍ରାମର ନବ ନିର୍ମିତ ଅଙ୍ଗନବାଡି କେନ୍ଦ୍ର ଦୀର୍ଘ 10 ବର୍ଷ ରୁ ଉର୍ଦ୍ଧ ହେବ…

ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: କାହିଁକି ଓଡିଶା ବିଜେପି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ କରୁଛି? ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଶ୍ନ ପଚାରିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଏହା ଅତି…

ଉଦଯାପିତ ହେଲା କୁମାରୀମାନଙ୍କ ୧ମାସବ୍ୟାପୀ ଜହ୍ନି ଓଷା ବ୍ରତ ।

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ହିନ୍ଦୁ ସଂସ୍କୃତି ଓ ହିନ୍ଦୁ ପରମ୍ପରା ଅନୁଯାୟୀ ଓଡ଼ିଶାର ପୁରପଲ୍ଲୀରେ ବାର ମାସରେ ତେର ଯାତ୍ରା ପାଳିତ ହୋଇଥାଏ । ସେଥିରୁ ବାଦ୍ ପଡିନି ଗୁଣୁପୁର ର ଏସପିଗୁଡା, ହୋଉସିଙ୍ଗ ବୋର୍ଡ । ପ୍ରତି ପୁରପଲ୍ଲୀରେ ଗାଁ ଗାଁରେ ପାଳିତ ହୋଇ ଆସୁଅଛି ଜହ୍ନି ଓଷା…

ବିକାଶ ଏଠି ଫେଲ ମାରିଚି : ମଶାଣି ଗୃହ ଲାଗି ଦାବିକରି ଆସୁଥିଲେ ବି ପ୍ରଶାସନ ନିରବ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: କେନ୍ଦ୍ର ସରକାର ହେଉ ଅବା ରାଜ୍ୟସରକାର କହୁଛନ୍ତି ବିକାଶର କଥା।ବିକାଶ ସବୁଆଡେ ସବୁ ଦିଗରେ ଆଗେଇ ଚାଲିଛି।ହେଲେ ଏହି ବିକାଶ ନାରେ ଚାଲିଛି ବିନାଶ।ରାୟଗଡା ଜିଲ୍ଲା ଗୁଣୁପର ବ୍ଲକ ୧୧ ନମ୍ବର ୱାଡ଼ ପାଇକ ସାହିର ଲୋକଙ୍କ ନିମନ୍ତେଏକ ମଶାଣି ରହିଛି ବହୁବର୍ଷ…

ଆଉ ତିନି ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

 ନୂଆଦିଲ୍ଲୀ : କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଆଉ ତିନି ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଛନ୍ତି । ଏହା ଜୁଲାଇ 1, 2021ରୁ ଲାଗୁ ହେବ । ଏହାଦ୍ୱାରା 47.14 ଲକ୍ଷ କେନ୍ଦ୍ର ସରକାରି କର୍ମଚାରୀ ଓ 68.62 ଲକ୍ଷ ପେନସନ ଭୋଗି ଉପକୃତ ହେବେ । କେନ୍ଦ୍ର କ୍ୟାବିନେଟ ଏନେଇ ମଞ୍ଜୁରୀ…

ପାଇକମାଲ ଅଞ୍ଚଳରେ ବଢିବାରେ ଲାଗିଛି କୁଚିଆ ମଦଭାଟି

 କୁଚିଆ ମଦଭାଟି ବନ୍ଦ କରିବା ପାଇଁ ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ । ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ପାଇକମାଲ ଅଞ୍ଚଳର ଗ୍ରାମାଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି କୁଚିଆ ମଦଭାଟି। ପାଇକମାଲ ଅଞ୍ଚଳର ପ୍ରତ୍ୟେକ ଗାଁରେ ଗୋଟିଏ ଦୁଇଟି କୁଚିଆ ମଦଭାଟି ଖୋଲାଚାଲିଛି ।…