ବେଲପଡା ବ୍ଳକସ୍ତରୀୟ କଳା ଓ କଳାକାର ସମାରୋହ ଅନୁଷ୍ଠିତ
ପାଟଣାଗଡ଼, (ଶାସକ ପ୍ରଶାସକ, ଯତୀନ୍ଦ୍ର ନନ୍ଦ )ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ ସରମୁହାଣ ଗ୍ରାମ ପଞ୍ଚାୟତ ଅଏଁଲାଭଟା ଠାରେ ବ୍ଳକସ୍ତରୀୟ କଲା ଓ କଲାକାର ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଏହି କାର୍ଯ୍ୟକ୍ରମରେ ସମ୍ପ୍ରତି ବ୍ଳକର ସମସ୍ତ କଲାକାରମାନେ ଯୋଗଦେଇ ନିଜ ନିଜର…