ନଅଟି ବ୍ଲକରେ ନିୟମିତ ହ୍ରାସ ପାଉଛି ଭୂତଳ ଜଳ ସ୍ତର

ଭୁବନେଶ୍ୱର, ୧୯/୦୨/୨୦୨୬ : ରାଜ୍ୟର ନଅଟି ବ୍ଲକରେ ନିୟମିତ ଭାବେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଏହିସବୁ ବ୍ଲକ ମଧ୍ୟରେ ଭୁବନେଶ୍ୱର ଓ ଖୋରଧା ରହିଥିବା ଜଣାଯାଇଛି । ରାଜ୍ୟରେ ଭୂତଳ ଜଳସ୍ତର ହ୍ରାସ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର…

ପାର୍ଟ ଫାଇଲ୍‍ ଜମି ପଞ୍ଜିକରଣରେ ଗଞ୍ଜାମ ଆଗରେ

ଭୁବନେଶ୍ୱର, ୧୯/୦୨/୨୦୨୬: ରାଜ୍ୟ ସରକାର ଜମିକୁ ଭାଗ (ପାର୍ଟ ଫାଇଲ୍‍) କରି ବିକ୍ରି ଲାଗି ଅନୁମତି ଦେବାପରେ ସମଗ୍ର ରାଜ୍ୟରେ ଲୋକେ ଆବଶ୍ୟକତା ମୁତାବକ ନିଜ ନିଜ ଜମିକୁ ଭାଗ କରି ବିକ୍ରି କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ ଏଭଳି ଭାଗ ଜମି ସର୍ବାଧିକ ୧୧ ହଜାରରୁ ଅଧିକ ପଞ୍ଜିକୃତ ହୋଇ ସାରିଲାଣି…

ରାଜଧାନୀରେ ୧୫ଲକ୍ଷରୁ ଅଧିକ ଯାନବାହାନ ପଞ୍ଜିକୃତ

ଭୁବନେଶ୍ୱର, ୧୯/୦୨/୨୦୨୬ : ରାଜଧାନୀ ଭୁବନେଶ୍ୱରରେ ଦୁଇଟି ଆଞ୍ଚଳିକ କାର୍ଯ୍ୟାଳୟ ଥିବାବେଳେ ଏଠାରେ ମୋଟ୍‍ ୧୫,୨୦,୩୪୬ ଗୋଟି ବିଭିନ୍ନ କିସମର ଯାନବାହାନ ପଞ୍ଜିକୃତ ହୋଇଛି । ଏହାଛଡା ଅନ୍ୟ ରାଜ୍ୟ ଓ ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ଯାନବାହାନ ମଧ୍ୟ ଏଠାରେ ଚଳାଚଳ କରୁଛି । ରାଜଧାନୀର ଚଳାଚଳ…

ଦୁଷ୍କର୍ମ ଉଦ୍ୟମ କରିବା ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ନାବାଳକ

ସ୍ୱଧାର ଗୃହରେ ରହିବେ ଦୁଇ ବର୍ଷ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ସମାଜରେ ଯୁବବର୍ଗ ପଥଭ୍ରଷ୍ଟ ହୋଇ ଚୋରି , ହତ୍ୟା , ଦୁଷ୍କର୍ମ ଆଦି ବିଭିନ୍ନ ସଙ୍ଗିନ ଅପରାଧ ଘଟାଇବାରେ ଲାଗିଛନ୍ତି। ସେଇଭଳି ଏକ ଦୁଷ୍କର୍ମ ଉଦ୍ୟମ ମାମଲା ଗତ ୨୦୨୪ ନଭେମ୍ବର ମାସରେ ଗଜପତି ଜିଲ୍ଲା…

ବେଟୀ ବଚାଓ ବେଟୀ ପଢାଓ ଓ ସାଇବର୍ ସୁରକ୍ଷା କାର୍ଯ୍ୟକ୍ରମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ରେ ସମନ୍ୱିତ ଶିଶୁ ବିକାଶ ବିଭାଗ ତରଫରୁ ବେଟୀ ବଚାଓ ବେଟୀ ପଢାଓ ଓ ସାଇବର୍ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସମନ୍ୱିତ ଶିଶୁ ବିକାଶ ଅଧିକାରି ନଳିନୀ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ…

ଚାରିବର୍ଷ ହେଲା ସରୁନି ଠେଙ୍ଗାଧରା-ମନ୍ଦାର ବଡନଦୀ ପୋଲ କାମ

 ମୁଖ୍ୟ ଯନ୍ତ୍ରୀଙ୍କ ଟେବୁଲତଳେ ୱାଲ ଡିଜାଇନ୍ ଫାଇଲ, ଅସୁବିଧାରେ ୧୧ ପଞ୍ଚାୟତବାସୀ ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ଏକ ପ୍ରମୁଖ ଗମନାଗମନ ସମସ୍ୟା ଭାବେ ଉଭା ହୋଇଛି ମନ୍ଦାର-ଠେଙ୍ଗାଧରା ବଡନଦୀ ସେତୁ। ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ୪ ବର୍ଷ…

ଜିଲ୍ଲା ସ୍ତରୀୟ ସ୍ବାସ୍ଥ୍ୟ ଓ ସମାଜ କଲ୍ୟାଣ ବିଭାଗ ର ଯୁଗ୍ମ ସମୀକ୍ଷା ବୈଠକ

ନବରଙ୍ଗପୁର ତା ୧୯.୨.୨୦୨୬: ଅଶୋକ ସାହୁ,ଗତକାଲି ତା୧୮.୨.୨୦୨୬ ରିଖ ଦିନ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଶିଶୁ ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ଓ ପୋଷଣ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ଓ ସମାଜ କଲ୍ୟାଣ ବିଭାଗ ର ଯୁଗ୍ମ ସମିକ୍ଷା…

ଶିରିଡି ସାଇ ମନ୍ଦିରର ପ୍ରତିଷ୍ଠା କାର୍ଯକ୍ରମ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: : ମାଲକାନଗିରି ଜିଲା ସଦର ମହକୁମାରେ ପ୍ରଥମ ଶିରିଡି ସାଇଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା କାର୍ଯକ୍ରମ ଆଜି ଠାରୁ ଆରମ୍ଭ ହୋଇଛି । ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯକ୍ରମ ବହୁ ସଂଖ୍ୟାରେ ଭକ୍ତ ବୃନ୍ଦ ସାମିଲ ହୋଇଛନ୍ତି ।…

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱ। ଗାଡ଼ି ଜବତ।

କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଲାଭ ଜନକ ଖଣିଜ ପଦାର୍ଥ ବ୍ୟବସାୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ବ୍ୟବସାୟୀ ମାନେ ନିୟମ କାନୁନ କଣ ଜାଣି ପାରୁ ନାହାନ୍ତି। ଗତକାଲି ହିଞ୍ଜିଳିକାଟୁ ତହସିଲଦାର ତପନ କୁମାର ମହାପାତ୍ର ନିଜ ଅଞ୍ଚଳ ବୁଲୁଥିବା ବେଳେ ଅଚାନକ ଦୁଇଟି…

ମଣିଷ-ହାତୀ ସଂଘର୍ଷ ହ୍ରାସ କରିବାକୁ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ଗଜ ସଂରକ୍ଷଣ’ ପ୍ରକଳ୍ପ ଆରମ୍ଭ

ବ୍ରହ୍ମପୁର, ଫେବ୍ରୁଆରୀ- ଟିପିଏସ୍ଓଡିଏଲ୍ ପକ୍ଷରୁ ମଣିଷ-ହାତୀ ସଂଘର୍ଷ ହ୍ରାସ କରିବା ପାଇଁ ଗଜ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରାଯାଇଛି । ସ୍ବେଚ୍ଛାସେବୀ ସଂଗଠନ ସ୍ନେହା ସହାୟତାରେ ଘୁମୁସର ଉତ୍ତର ବନଖଣ୍ଡରେ ପାଇଲଟ୍ ପ୍ରକଳ୍ପ ଭାବେ ଏହା କାର୍ଯ୍ୟକ୍ଷମ କରାଯାଇଛି । ହାତୀଙ୍କୁ ବିଦ୍ୟୁତ ଆଘାତରୁ…