ରାଉରକେଲାରେ ବଡ଼ ଅପରାଧ ମାମଲାରେ ଆଉ ଜଣେ ଗିରଫ, ମୋଟ ଗିରଫଦାରୀ ସଂଖ୍ୟା ବଢ଼ିଲା
ରାଉରକେଲା,(ବସନ୍ତ କୁମାର ଜେନା): ସେକ୍ଟର-୭ ଥାନାରେ ରୁଜୁ ହୋଇଥିବା ବହୁଚର୍ଚ୍ଚିତ ଅପରାଧ ମାମଲାରେ ପୁଲିସକୁ ଆଉ ଏକ ସଫଳତା ମିଳିଛି। ମାମଲାର ତଦନ୍ତକୁ ଆଗକୁ ବଢ଼ାଇ ପୁଲିସ ସହ-ଅଭିଯୁକ୍ତ *ବିଶୁ ଓରଫ ଉମାକାନ୍ତ ହରିପ୍ପା (୩୫)*ଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି।ସୂଚନା ଅନୁଯାୟୀ, ଗତ ୧୬…