‘ସୂନ୍ ସିଜିନ୍’ ଅଚେତ ଋତୁ ପୁସ୍ତକ ଉନ୍ମୋଚିତ
" ସବୁଜ ଗ୍ୟାସ ଉତ୍ସର୍ଜ୍ଜନ ନିୟନ୍ତ୍ରଣ କରିବାକୁ ସଚେତନତା ସୃଷ୍ଟି ନହେଲେ ମାନବ ଜାତି ପାଇଁ ଅଦ୍ଭୁତପୂର୍ବ ବିପଦ ମାଡି ଆସିବ "
ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ବିଭୂତି ପତିଙ୍କ ପୁସ୍ତକ ‘ସୂନ୍ ସିଜିନ୍’ ବା ଅଚେତ ଋତୁ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ବିଶିଷ୍ଟ…