ପ୍ରମୋଦ ଓ ଦୂତୀଙ୍କ ନାମରେ ନାମିତ ହେବ କିଟର ଦୁଇ ଷ୍ଟାଡିଅମ୍‍

କିଟ୍‍ ଓ କିସ୍‍ ପକ୍ଷରୁ ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧନା ଭୁବନେଶ୍ୱର : କିଟ୍‍ ଓ କିସ୍‍ ସର୍ବଦା କ୍ରୀଡ଼ା ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିଥାଏ। ୨୦୦୫ରୁ କିଟ୍‍ ଓ କିସ୍‍ ପକ୍ଷରୁ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦିଆଯାଇ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ…

ଉଦଘାଟିତ ହେଲା ଷ୍ଟେଲ୍ଲାର ଏଣ୍ଟରପ୍ରାଇଜେସ

ପଦ୍ମପୁର(ଶାସକପ୍ରଶାସକ)-ବର୍ତ୍ତମାନ ଅନଲାଇନ ଜିନିଷ କିଣିବା ହେଲା ଆହୁରି ସହଜ। ଫ୍ଲିପକାର୍ଟ ଓ ଆମାଜନ ରୁ ଜିନିଷ କିଣିବା ପାଇଁ ଗତ ଶୁକ୍ରବାର ପଦ୍ମପୁର ଠାରେ ବୋରାସମ୍ବର ପଡ଼ିଆ ସାମନାରେ ଆମାଜନ ଇଜି ଷ୍ଟୋର ଓ ଫ୍ଲିପକାର୍ଟ ବାଇଜୋନ ଉଦଘାଟିତ ହୋଇଛି। ପଦ୍ମପୁର ସହରର ଯୁବ ଉଦ୍ୟମୀ ରୀତେଶ…

ଗାଁସାଥୀ ସଂଘ ମିଲିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଦ୍ମପୁର ବ୍ଲକ ଅଫିସ ସାମ୍ନାରେ ବିକ୍ଷୋଭ

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ବ୍ଲକ ଗାଁସାଥୀ ସଂଘ ମିଲିତ କ୍ରିୟାନୁଷ୍ଠାନ କମିଟି ର ସମସ୍ତ ସଦସ୍ୟ ଆଜି ପଦ୍ମପୁର ବ୍ଲକ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ୫ ଦଫା ଦାବିପତ୍ର ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଥିଲେ ।…

ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଓ ଦକ୍ଷତା ବିକାଶ ଜରିଆରେ ଆମେ କୃଷି କ୍ଷେତ୍ରରେ ଶୀର୍ଷ ସ୍ତରକୁ ପହଂଚିପାରିବା:…

ବେରୋଜଗାର ଓ ଶିକ୍ଷିତ ଯୁବକଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଏବଂ ଓଏଆଇସି ୱେବସାଇଟ ଉଦ୍ଘାଟିତ ଭୁବନେଶ୍ୱର(ଶାସକ ପ୍ରଶାସକ):ଓଡ଼ିଶା କୃଷି କ୍ଷେତ୍ରରେ ଏକ ପ୍ରଗତିଶୀଳ ରାଜ୍ୟା  ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଓ ଦୂରଦୃଷ୍ଟି ପାଇଁ ଓଡ଼ିଶା ବିଗତ ବର୍ଷମାନଙ୍କରେ କୃଷି କ୍ଷେତ୍ରରେ ଜାତୀୟ…

ଅଜଣା ରୋଗରେ ପୀଡିତ କୁମୁଦିନୀଙ୍କୁ ସରକାରୀ ସହାୟତା ଦାବି

ଆଠମଲ୍ଲିକ/ ସନ୍ତୋଷ ମେହେର : ଅନୁଗୋଳ ଆଠମଲ୍ଲିକ ବ୍ଲକ କିଆକଟା ପଂଚାୟତ ହେଲେଇ ଗ୍ରାମର କୁମୁଦିନୀ ନାଏକ ଦୀର୍ଘ 2ବର୍ଷ ହେଲାଣି ଏକ ଅଜଣା ରୋଗରେ ପୀଡିତ ହୋଇ କଥା କହି ପାରୁନାହାନ୍ତି I ଏନେଇ କୁମୁଦିନୀଙ୍କର ପରିବାର ଚିକିତ୍ସା ପାଇଁ ଅନେକ ଚେଷ୍ଟା କରିବା ସତ୍ୱେ ଆର୍ଥିକ ଅଭାବ କାରଣରୁ ବଡ଼…

ଆଞ୍ଚଳିକ ସେବା ସଂସଦ ପକ୍ଷରୁ ଅସହାୟଙ୍କୁ ସହାୟତା

ଆଠମଲ୍ଲିକ/ ସନ୍ତୋଷ ମେହେର :ଆଠମଲ୍ଲିକ ବ୍ଲକ କିଆକଟା ପଂଚାୟତର ଶଙ୍ଖାମାଳ ଗ୍ରାମର ଅସହାୟ ବିଧବା ମହିଳା କୋକେଇ ବେହେରା (35) ଓ ଝିଅ ଲଭଲୀ ବେହେରା(9)ଙ୍କୁ ଆଜି ଆଞ୍ଚଳିକ ସେବା ସଂସଦ ପକ୍ଷରୁ ଚୂଡ଼ା, ଚାଉଳ, ଶାଢ଼ୀ, ଡ୍ରେସ, ରାସନ ସାମଗ୍ରୀ ପ୍ରଦାନ କରାଯାଇଛି I କୋକେଇଙ୍କର ସ୍ୱାମୀ ଏବର୍ଷ…

ସ୍ନାତକ ମହିଳା ମହାବିଦ୍ୟାଳୟରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଏନ୍ ଏସ୍ ଏସ୍ (NSS) ତରଫରୁ ଏକ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବି ଭି…

ପାରଳାର ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁଙ୍କ ଦ୍ବାଦଶ ତମ ଶ୍ରାଦ୍ଧ ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ତ୍ରିନାଥ ସାହୁଙ୍କ ଦ୍ବାଦଶ ତମ ସ୍କୃତି ଦିବସ ପାଳିତ…

ରନ୍ଧା ମଦ ଜବତ : ଜଣେ ଗିରଫ

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଅଞ୍ଚଳରେ ବଢି ଚାଲିଛି ରନ୍ଧା ମଦ ବିକ୍ରି । ପଦ୍ମପୁର ପୋଲିସ ପକ୍ଷରୁ ବିଭିନ୍ନ ଯାଗାରେ ଚଢାଉ ମଧ୍ୟ କରାଯାଉଛି । ଆଜି ପଦ୍ମପୁର ଥାନା ଚାରପାଲି ଗ୍ରାମରେ ଚଢ଼ାଉ କରି ବୁଦ୍ଧଦେବ ବେହେରା ରନ୍ଧା ମଦ ବିକ୍ରି କରୁଥିବା ବେଲେ ପୋଲିସ ଗିରଫ କରିଛି । ବୁଦ୍ଧଦେବ…

ନିଶା ବେପାରୀ ଗିରଫ

ପଦ୍ମପୁର(ଶାସକପ୍ରଶାସକ)- ଦିନକୁ ଦିନ ବଢି ଚାଲିଛି ନିଶା ବେପାରୀଙ୍କ ଦୌରାତ୍ମ । ଟଙ୍କା ଲୋଭରେ ଯୁବ ପିଢିଙ୍କୁ ଜହର ସଦୄଶ୍ୟ ନିଶା ଔଷଧ ବିକ୍ରି କରିବା ପାଇଁ ମଧ୍ୟ ପଛାଉ ନାହାଁନ୍ତି । ପଦ୍ମପୁର ସହରରେ କୋରେକ୍ସ ବିକ୍ରି କରୁଥିବା ବେଲେ ପଦ୍ମପୁର ବିଜୟନଗରର ଅନୀଲ କୁମାର ବେହେରା ନାମକ ଜଣେ…