ନିୟମିତ ରେଳଯାତ୍ରୀ ସଂଘ ପକ୍ଷରୁ ଗଣଧାରଣା

ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ -ଯାଜପୁର କେନ୍ଦୁଝର ରେଳଷ୍ଟେସନ ସାମ୍ମା ରେ ନିୟମିତ ରେଳ ଯାତ୍ରୀ ସଂଘ ପକ୍ଷରୁ  ଆଜିସକାଳ ୧୦ ଘଟିକା ଠାରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ଆବାହକ ପୁର୍ଣ୍ଣଚନ୍ଦ୍ର ଦାଶଙ୍କ ନେତୃତ୍ଵରେ ତିନିଦଫା ଦାବୀ ଯଥା:- ବନ୍ଦ ରହିଥିବା ସବୁତକ ପାସେଞର ରେଳ ଓ ମେମୁ ପ୍ରଚଳନ…

ପୁରେନା ଠାରେ ପଞ୍ଚାୟତ ସ୍ତରୀୟ କୃଷକ ସମାବେଶ ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ପୁରେନା ଗ୍ରାମସ୍ଥିତ ରାଜୀବ ଭବନ ଠାରେ ମାଁ ଠାକୁରଦେଇ କୃଷକ ସଂଗଠନ ପକ୍ଷରୁ ଆଞ୍ଚଳିକ ସ୍ତରରେ ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଏହି ସମାବେଶକୁ କୃଷକ ମାନଙ୍କ ଦୁଃଖ ସୁଖ ରେ ଭାଗନେଇ ଆସୁଥିବା ବୋଡାସମ୍ବର କୃଷକ…

ଦିବଂଗତ କଳାକାରରଙ୍କ ସ୍ମୁତି ଚାରଣ

ପଦ୍ମପୁର : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ନାଟ୍ୟ ଅନୁଷ୍ଠାନର କଳାକାର ମାନେ ସ୍ବର୍ଗତ ଅନ୍ତର୍ଯ୍ୟାମୀ ସାହୁଙ୍କ ଜୀବନ ଉପରେ ସ୍ମୁତିଚାରଣ କରିଥିଲେ l ଗତ ବର୍ଷ ଠିକ ଆଜିଦିନରେ ତା 26/9/20 ରିଖ କରୋନା ଆକ୍ରାନ୍ତ ହୋଇ ସମ୍ବଲପୁର କୋଭିଡ ହସ୍ପିଟାଲରେ ପ୍ରାଣତ୍ୟାଗ…

ଆସନ୍ତା କାଲି ପଦ୍ମପୁର ବନ୍ଦ ।

ପଦ୍ମପୁର(ଶାସକପ୍ରଶାସକ)- କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ତିନି କଳା କୄଷି ଆଇନକୁ ବିରୋଧ କରି ଏହି ତିନିଗୋଟି କଳା ଆଇନକୁ ପ୍ରତ୍ୟାହାର ଦାବୀରେ କିଶାନ ଏକତା ମଞ୍ଚ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମର୍ଥନ କରି ରାଜବୋଡାସମ୍ବର କୄଷକ ସଂଗଠନ ପକ୍ଷରୁ ପଦ୍ମପୁର ସହର…

ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ “ସ୍କୁଲ ସାଇନିଂ ଷ୍ଟାର୍”ସଭା ଅନୁଷ୍ଠିତ

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡର ପାଇକମାଳ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ "ସ୍କୁଲ ସାଇନିଂ ଷ୍ଟାର୍"ସଭା ଅନୁଷ୍ଠିତ ହୋଇଛି। ସ୍କୁଲ ପରିଚାଳନା କମିଟି ସଭାପତି ପ୍ରକୃତିବନ୍ଧୁ ଶ୍ରୀ ଧିରେନ୍ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ…

ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା “ଗୁଲାବ୍”ର ମୁକାବିଲା କରାଯିବା ନିମନ୍ତେ ଜିଲ୍ଲା ପ୍ରଶାସନର ବ୍ୟାପକ…

https://youtu.be/HOyAtj5V1TA ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସମ୍ଭାବ୍ୟ ବାତ୍ୟାର ରୂପ ନେବାରେ ଲାଗିଛି । ଆସୁଥିବା ଏହି ସାମୁଦ୍ରିକ ଝଡ଼ବାତ୍ୟାର "ଗୁଲାବ୍" ନାମକରଣ କରାଯାଇଛି । ଏହା କଳିଙ୍ଗପାଟଣା ଓ…

ଶ୍ରାଦ୍ଧବାର୍ଷିକୀରେ ରକ୍ତ ଦାନ ଶିବିର ଅନୁଷ୍ଠିତ।

ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ):-ଭଦ୍ରକ ଜିଲ୍ଲା ବଙ୍କସାହି ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାର ବରିଷ୍ଠ ଆଇନଜୀବୀ  ସ୍ବର୍ଗତ ବିବେକାନନ୍ଦ ମହାନ୍ତି ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଆଜି ତାଙ୍କ ବଙ୍କସାହି ସ୍ଥିତ ବାସଭନରେ , ବଙ୍କସାହି ଯୁବକ ସଂଘ ତରଫରୁ…

ନ୍ୟାୟପାଳିକାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସପକ୍ଷରେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ (ଶାସକ ପ୍ରଶାସକ ) ପ୍ରଧାନ ବିଚାରପତି ଏନ.ଭି ରାମନା ରବିବାର ଦିନ ନ୍ୟାୟପାଳିକାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସପକ୍ଷରେ ମତ ରଖିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରାମନା | ଏହାସହିତ ଦେଶର ଆଇନ କଲେଜଗୁଡ଼ିକରେ ମଧ୍ୟ ଅନୁରୂପ ସଂରକ୍ଷଣ ଦାବିକୁ ବି ସମର୍ଥନ…

ଗୁଲାବ ବାତ୍ୟାକୁ ଦୃଷ୍ଟିରେ ରଖି କଲ୍ୟାଣୀ ଓ ନାଗାବଳୀ ନଦୀ କୂଳରେ ଅବସ୍ଥିତ ଗ୍ରାମରେ ପ୍ରଶାସନର ସଚେତନା କାର୍ଯ୍ୟକ୍ରମ…

କଲ୍ୟାଣସିଂହପୁର/ ପ୍ରଦୀପ ଦଲାଇ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗୁଲାବ ବାତ୍ୟା କୁ ନେଇ ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ  କୁମାର ମିଶ୍ର ରେଡ଼ ଜୋନ ରେ ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି କଲ୍ୟାସିଂହପୁର ବ୍ଲକ ରେ ନଦୀ କୂଳରେ ଅବସ୍ଥିତ ଥିବା ଗ୍ରାମ ଗୁଡ଼ିକ ଙ୍କୁ ତହସିଲ ପ୍ରଶାସନ…

ନୂଆଦିଲ୍ଲୀରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା: ଜୀବନ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ସର୍ବାଧିକ ଗୁରୁତ୍ବ ।

ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କାର୍ଯ୍ୟ ଓ କୋଭିଡ଼ ନିୟମ ପାଳନରେ ପ୍ରଶାସନକୁ ସହଯୋଗ କରିବା ପାଇଁ ଜନସାଧାରଣ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନିବେଦନ । ୪୨ଟି ଓଡ୍ରାଫ ଓ ୨୪ ଟି NDRF ଓ ୧୦୩ଟି ଅଗ୍ନିଶମ ଦଳ ନିୟୋଜିତ ଆସନ୍ତାକାଲି ପ୍ରଭାବିତ ୧୧ଟି ଜିଲ୍ଲାର ସ୍କୁଲ ବନ୍ଦ ରହିବ…