ଗଜପତି ଭାରତୀୟ ଜନତା ଯୁବମୋର୍ଚ୍ଚା ନୂଆ ଟିମ୍ ଘୋଷିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଓ ଗଜପତି ଜିଲ୍ଲା ସଭାପତି ନବ କିଶୋର ଶବର ତଥା ରାଜ୍ୟ ଉପ ସଭାପତି ତଥା ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଅନୁମୋଦନ କ୍ରମେ ଗଜପତି ଜିଲ୍ଲାର ଯୁବମୋର୍ଚ୍ଚା ନୁଆ…