ଅନ୍ଧାରରେ ସର୍ଗିବାହାଲ, ୪ମାସ ହେଲାଣି ଜଲୁନି ଷ୍ଟ୍ରିଟ ଲାଇଟ ।

ଲାଇଟ ଜଲିଲା ବିଲ ହେଲା,ଆଗକୁ ଲାଇଟ ଜଲୁଛି ନା ନାହିଁ ସେ କଥା ତମେ ବୁଝ !! ପଦ୍ମପୁର (ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମରେ ୧୦ ଗୋଟି ଷ୍ଟ୍ରିଟ ଲାଇଟ ଲାଗିଥିଲା କିନ୍ତୁ ମାତ୍ର ୧୫-୨୦ ଦିନ ଜଲିଲା ପରେ ସବୁତକ ଲାଇଟ ବନ୍ଦ ହେଇଯାଇଛି । ଦିର୍ଘ ୪ ମାସ ହେବ ଲାଇଟ…

ଇ- ଶ୍ରମ କାର୍ଡ ପାଇଁ ୫୦ ରୁ ୧୦୦ ତଣ୍ଡ ଗଣୁଛନ୍ତି ଶ୍ରମିକ !

ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ: ଏବେ କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ପାଇଁ ଇ- ଶ୍ରମ କାର୍ଡ କରୁଛନ୍ତି, ଏବଂ ଏହାକୁ ଗ୍ରାମ ଅଞ୍ଚଳରେ ଥିବା ଜନସେବ କେନ୍ଦ୍ର ମାନଙ୍କରେ ବିନାମୂଲ୍ୟରେ କରିବା ପାଇଁ କୁହାଯାଇଛି | ଏଥିପାଇଁ କେନ୍ଦ୍ର ସରକାର ପ୍ରତ୍ୟେକ ଇ- ଶ୍ରମ କାର୍ଡ ପିଛା ନିର୍ଦ୍ଦିଷ୍ଟ…

ପଶ୍ଚିମ ଓଡିଶା ଯୁବା ମଞ୍ଚର ପାଞ୍ଚ ବର୍ଷ ପୂର୍ତ୍ତି:ଉତ୍‌ଥାନ -୨୦୨୧ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର(ନିରୋଜ ମିଶ୍ର) ପଶ୍ଚିମ ଓଡିଶା ଯୁବା ମଞ୍ଚର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଆଜି ସ୍ଥାନୀୟ ସ୍ୱୟଂ ହୋଟେଲ ଠାରେ ଉତ୍‌ଥାନ -୨୦୨୧ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର ୧୦ ଟି ଜିଲ୍ଲାର ମଞ୍ଚ ତରଫରୁ ବଲାଙ୍ଗିରରେ ପ୍ରଥମ କରି ଅନୁଷ୍ଠିତ ଏହି…

ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ସିଇଓଙ୍କ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନ ନୀରିକ୍ଷଣ

ବିଭିନ୍ନ ରେଳବାଇ ପ୍ରକଳ୍ପ ଗୁଡିକର କଲେ ସମୀକ୍ଷା ଭୁବନେଶ୍ୱର : ରେଳ ମନ୍ତ୍ରଣାଳୟର ରେଳବାଇ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀ ସୁନୀତ ଶର୍ମା ତାଙ୍କର ଦିନିକିଆ ଭୁବନେଶ୍ୱର ଗସ୍ତ ସମୟରେ ଭୁବନେଶ୍ୱର ରେଳ ଷ୍ଟେସନ ନୀରିକ୍ଷଣ କରିବା ସହିତ ପୂର୍ବ ତଟ ରେଳପଥର…

ବଡଚଣା ଉତ୍କଳ ଯାଦବ ମହାସଭାର ଜୋନ ସ୍ତରୀୟ ବୈଠକ ଓ କର୍ମକର୍ତ୍ତା ଚୟନ

ବଡଚଣା/ ପ୍ରଫୁଲ୍ଲ ସାହୁ : ବଡଚଣା ବ୍ଲକ ଅନ୍ତର୍ଗତ ସିହା ପଂଚାୟତ ଗୋଡିମାଗୁରା ମଠ ପରିସରରେ ବଡଚଣା ବ୍ଲକ ଉତ୍କଳ ଯାଦବ ମହାସଭାର ଜୋନ ସ୍ତରୀୟ ବୈଠକ ଓ କର୍ମକର୍ତ୍ତା ଚୟନ ସଭାପତି ଧୁଳେଶ୍ବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଡଚଣା ବ୍ଲକର…

ତାରକ ମେହେଟ୍ଟା କା ଉଲଟା ଚଷମାର “ନଟୁ କାକା”ଙ୍କ ଦେହାନ୍ତ

ମୁମ୍ବାଇ : ଜଣାଶୁଣା ବରିଷ୍ଠ ଅଭିନେତା ତଥା ଲୋକପ୍ରିୟ ଧାରାବାହିକ ତାରକ ମେହେଟ୍ଟା କା ଓଲଟା ଚଷମାର "ନଟୁ କାକା" ଘନଶ୍ୟାମ ନାୟକ ଆଜି କର୍କଟ ରୋଗରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ତାଙ୍କୁ 77 ବର୍ଷ ହୋଇଥିଲା। ଚଳିତ ବର୍ଷ ଏପ୍ରିଲରେ ସେ ତାଙ୍କ ବେକରେ କିଛି ଦାଗ ଦେଖିବାକୁ ପାଇବାରୁ…

ଆଜାଦୀକା ଅମୃତ ମହୋତ୍ସବ ଅବସରରେ ଲୋକକଳା କାର୍ଯ୍ୟକ୍ରମ ଅନୁଷ୍ଠିତ

https://youtu.be/9qRAebgAJ28 ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଲୋକକଳା ପଞ୍ଚାୟତ ଭାବେ ପରିଚିତ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଲା ଗ୍ରାମ ସ୍ଥିତ କୋଠଘର ପରିସରରେ ଗଜପତି ଜିଲ୍ଲା ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ…

ଚାରପାଲି ରେ ଆଇନ ସହାୟତା ଶିବିର ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ବ୍ଲକ ବରିକେଲ ପଞ୍ଚାୟତ ଚାରପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଆଇନ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଇନ ସହାୟତା ଶିବିରରେ ପଦ୍ମପୁର ତାଲୁକା ଆଇନ ସେବା ପ୍ରାଧିକରଣ ସମିତିର ଶାନ୍ତନୁ ତ୍ରିପାଠୀ, ଆଶିଷ ମିଶ୍ର, ସୁଶାନ୍ତ କୁମାର ରଥ…

ୱିନର୍ ବ୍ରାଇଟ୍ ଫ୍ୟୁଚର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ସହରର ୱିନର୍ ବ୍ରାଇଟ୍ ଫ୍ୟୁଚର ସ୍କୁଲ ପରିସର ରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ଆଖପାଖ ଅଞ୍ଚଳ ରୁ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା ପାଇଁ ଶତାଧିକ ପୁରୁଷ,ମହିଳା,ଶିଶୁ ମାନଙ୍କ ସୁଅ ଛୁଟିଥିଲା…