ତରୁଲତା ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିିକୀ ଅନୁଷ୍ଠିତ ଓ ସ୍ମରଣିକା ଉନ୍ମୋଚିତ

ଭୁବନେଶ୍ୱର: ପୂର୍ବତନ ଉପ ନିବନ୍ଧକ ତଥା ଶିକ୍ଷାପ୍ରେମୀ ସ୍ୱର୍ଗତ ଗୌରାଙ୍ଗ ଚରଣ ବିଶ୍ୱାଳଙ୍କ ଧର୍ମପତ୍ନୀ ତଥା ଧର୍ମପ୍ରାଣା ମହିଳା ତରୁଲତା ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିିକୀ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିବାରସଦସ୍ୟ ତଥା ଅନ୍ୟମାନେ ସ୍ବର୍ଗତାଃ…

ଜବାହାର ଉଦ୍ୟାନ ଏବେ ନୂଆ ରୂପରେ

ହିଣ୍ଡାଲକୋ ପକ୍ଷରୁ ସଫେଇ ଅଭିଯାନ ଆୟୋଜିତ ଭୁବନେଶ୍ୱର : ‘ଆଜାଦି କା ଅମୃତ ମହୋତ୍ସବ’ ପାଳନକୁ ଆଗେଇ ନେଇ ଏବଂ ଜବାହାର ଉଦ୍ୟାନ ପରିଚାଳନା ସଂସ୍ଥା ସହିତ ମିଳିତ ଭାବରେ ହିଣ୍ଡାଲକୋ, ହୀରାକୁଦ ପକ୍ଷରୁ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ (ସଫେଇ ଅଭିଯାନ) ଶୁଭାରମ୍ଭ କରାଯାଇଥିଲା । ହିଣ୍ଡାଲକୋ…

କିରିଆମ୍ବାର ଆଦିବାସୀ ଲୋକେ ପିଉଛନ୍ତି ଝରଣା ପାଣି

ବୁଗୁଡା (ଡ଼କ୍ଟର କୁମୁଦ ଚନ୍ଦ୍ର ବେହେରା ) : ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ପଞ୍ଚାୟତର ଆଦିବାସୀ ଗ୍ରାମ କିରିଆମ୍ବାର ଲୋକେ ଚାରିମାସ ହେଲା ପିଉଛନ୍ତି ଝରଣା ପାଣି। ଚାରିମାସ ହେଲା ସୌର ଚାଳିତ ପାନୀୟ ଜଳ ଯୋଗାଣ କେନ୍ଦ୍ର ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ବର୍ତ୍ତମାନ…

ମହିଳାଙ୍କ ପାଇଁ କାମ କରୁଥିବା ମହିଳା ପ୍ରତିନିଧି ମଣ୍ଡଳିକୁ ଭେଟିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ‘ଦୃଷ୍ଟି ସ୍ତ୍ରୀ ଅଧ୍ୟୟନ ପ୍ରବୋଧନ କେନ୍ଦ୍ର’ର ସମସ୍ତ ମହିଳା ପ୍ରତିନିଧି ମଣ୍ଡଳିକୁ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ସେମାନେ “ଭାରତରେ ମହିଳାଙ୍କ ସ୍ଥିତି” ଶୀର୍ଷକ…

ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ ଉଦଘାଟନ।

କଲ୍ୟାସିଂହପୁର/ପ୍ରଦିପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପଲମା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ ଗୃହ ଉଦଘାଟନ ହୋଇଛି ।ଏଥିରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା…

ବାପାର ହତ୍ୟା ଅଭିଯୋଗରେ ପୁଅ ଗିରଫ

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଝୁନଙ୍ଗାପାଲି ଗ୍ରାମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟି ଯାଇଛି । ବାପାର ହତ୍ୟା ଅଭିଯୋଗରେ ପୁଅକୁ ଗିରଫ କରିଛି ମେଲଛାମୁଣ୍ଡା ପୋଲିସ । ଝୁନଙ୍ଗାପାଲି ର ଟିକଲାଲ ନାଗଙ୍କ ଅଭିଯୋଗ ମତେ ଗତ ଦୁଇ ବର୍ଷ ହେଲା…

ଦଶହରା ପାଇଁ ଅକ୍ଟୋବର ୧୦ରୁ ୨୦ ଯାଏଁ ସ୍କୁଲ ଛୁଟି

ଭୁବନେଶ୍ୱର : ଆସନ୍ତା ଦଶହରା ଏବଂ କୁମାର ପୂର୍ଣ୍ଣିମା ପାଇଁ ଅକ୍ଟୋବର ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛିା ଏହି ସମୟ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଅକ୍ଟୋବର ୨୧ ତାରିଖରୁ ପୁନର୍ବାର ପୂର୍ବ ନିର୍ଦ୍ଧାରିତ…

ଝାରବନ୍ଧକୁ ମରୁଡି ଘୋଷଣା ଦାବିରେ ତହସିଲ ଅଫିସ ଘେରିଲେ ଝାରବନ୍ଧ ଚାଷୀ

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ଡର ଉପାନ୍ତ ବ୍ଳକ ଝାରବନ୍ଧକୁ ମରୁଡି ଘୋଷଣା ଦାବିରେ ତହସିଲ ଅଫିସ ଘେରିଲେ ଝାରବନ୍ଧ ଚାଷୀ । ମରୁଡି ପରେ ବନ୍ୟା ,ପ୍ରାକୃତିକ ଦୁର୍ବିପାକରେ ଚାଷୀର ଧାନ ଫସଲ ନଷ୍ଠ । କ୍ଷତି ପୂରଣ ଦାବୀରେ ରାଜ ରାସ୍ତାରେ ଚାଷୀ । ପଦ୍ମପୁର ଉପଖଣ୍ଡ ଏକ ଅଣ ଜଳସେଚିତ…

ଲାଡ଼ମପାଲି ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଓ ଷ୍ଟ୍ରୀଟ ଲାଇଟ ଲଗାଇବାକୁ ଗ୍ରାମବାସୀଙ୍କ ଦାବୀ

ଜମନକିରା- (ସୁଢଳ ଦେବ ସୁନାନୀ) : ଜମନକିରା ବ୍ଲକ ଅନ୍ତର୍ଗତ ଧୂଡ଼ି ପାଲି ଗ୍ରାମପଞ୍ଚାୟତ ଲାଡ଼ମ ପାଲି ଏକ ରାଜସ୍ବ ଗ୍ରାମ l ଗ୍ରାମରେ ମୋଟ ଜନସଂଖ୍ୟା ୯୦୦ରୁ ପ୍ରାୟ ଉର୍ଦ୍ଧ ହେବ l ସେଥିମଧ୍ୟରୁ ପ୍ରାୟ ୬୦୦ରୁ ଉର୍ଦ୍ଧ ଆଦିବାସୀ ଲୋକ ବସବାସ କରନ୍ତି l ତେବେ ଏହି ଗାଁ ର ମୁଖ୍ୟ ରାସ୍ତା…

ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ ଓ ମୂଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ୨୦୨୧ ଅନୁଷ୍ଠିତ

ରାୟଗଡ(ସରୋଜ କୁମାର ସାହୁ) : ରାୟଗଡ ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟଘାଟ ଓ ମୂଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ୨୦୨୧ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳ ୯ ଘଣ୍ଟା ୩୦ ମିନିଟ ସମୟରେ ସ୍ଥାନୀୟ କାଳୀ ମନ୍ଦିର ଠାରୁ ପୂଜାଅର୍ଚ୍ଚନା କରି…