ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା: ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ନୟାଗଡ଼(ବିଶ୍ୱଜିତ ନାୟକ) :- ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଶ୍ରମ ଦିବସ ଅବସରରେ ଏକ ପ୍ରତିବାଦ ସଭା ଓ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଆବାହକତ୍ୱରେ ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ଆୟୋଜିତ…

ଖୋରଧା ଜିଲ୍ଲା ପ୍ରେସ କ୍ଲବ ର ନିର୍ଵାଚନ,ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋର୍ଦ୍ଧାରୁ (ସେକ ଜାଫର ): ଖୋରଧା - ୨/୫- ବହୁ ପ୍ରତୀକ୍ଷିତ ଖୋରଧା ଜିଲ୍ଲା ପ୍ରେସ କ୍ଲବ ର କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଛି l ଆଜି ଅନୁଷ୍ଠିତ ଏହି ନିର୍ବାଚନ ରେ ସଭାପତି ପଦବୀ ନିମନ୍ତେ ତପନ କୁମାର ନାୟକ ଏବଂ ଶୁଭ୍ରାଂଶୁ ରଞ୍ଜନ ସମାନ୍ତରାୟ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ତପନ…

ଚଳିତ ବର୍ଷର ମାଟ୍ରିକ ପାସହାର ଗଜପତି ଜିଲ୍ଲା ୯୯.୩୧ ପ୍ରତିଶତ ରଖି ପୁଣିଥରେ ପ୍ରଥମ ସ୍ଥାନରେ ରହିଛି

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଏଥର ଗଜପତି ଜିଲ୍ଲାର ପାସହାର ସର୍ବାଧିକ ରହିଛି । ଜିଲ୍ଲାରେ ୯୯.୩୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଜିଲ୍ଲାରେ ୧୬୧ଟି ବିଦ୍ୟାଳୟର ୮୧୧୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ପାଇଁ ଆବେଦନ…

ପାର୍ତଡା ଗ୍ରାମରେ ବଜ୍ରପାତରେ ତିନି ଗୋରୁଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକର ପାର୍ତଡା ଗ୍ରାମର ତିମୟ ଭୂୟାଁଙ୍କ ୩ଟି ବଳଦ ପ୍ରବଳ ବଜ୍ରପାତରେ ମୃତ୍ୟବରଣ କରିଛନ୍ତି। ଖବର ପାଇ କାଶୀନଗର ଭିଏଏସ୍ ଡ.ଆକାଶ କୁମାର ପଣ୍ଡା , ବିଭିଓ ଡ. କାହ୍ନୁଚରଣ ସାହୁ ଓ ଏଲଆଇ ଉକ୍ତ ସ୍ଥାନକୁ ଯାଇଥିଲେ। ସେହି…

ନବରଙ୍ଗପୁର -ଜୟପୁର ରେଳପଥ ପ୍ରକଳ୍ପର ଭୂମି ଅଧିଗ୍ରହଣ ବାବଦ କ୍ଷତି ପୂରଣ ରାଶି ବିତରଣ କାର୍ଯ୍ୟକ୍ରମ

ନବରଙ୍ଗପୁର ତା ୨.୪.୨୦୨୬: ଅଶୋକ ସାହୁ,ସ୍ଥାନୀୟ ତହସିଲଦାର ,ନବରଙ୍ଗପୁର ଙ୍କ କାର୍ଯ୍ୟଳୟ ଠାରେ ନବରଙ୍ଗପୁର ଜୟପୁର ରେଳପଥ ପ୍ରକଳ୍ପ ସକାଶେ ଭୂମି ଅଧିଗ୍ରହଣ ବାବଦ କ୍ଷତି ପୂରଣ ରାଶି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଲୋକସଭା ବଳଭଦ୍ର ମାଝୀ…

ଟ୍ରେନ ଧକ୍କାରେ ୪ ଗୋରୁ ମୃତ, ଗୋ ସତ୍କାର କାମରେ ହାତ ବଢ଼ାଇଲା କାମଧେନୁ ଗୋସେବା ଟ୍ରଷ୍ଟ।

      କେନ୍ଦୁଝର,ତା୨/୫- କେନ୍ଦୁଝର ସଦର ଉପକଣ୍ଠ ଘୁଟୁରୁ ଗ୍ରାମ ତୋଟାସାହି ନିକଟରେ ପୁରୀ ବଡବିଲ ଇଣ୍ଟରସିଟି ଏକ୍ସପ୍ରେସରେ ଧକ୍କା ହୋଇ ୪ଟି ଗୋରୁ ମୃତ୍ୟୁ ବରଣ କରିଥିବାର ଖବର ପାଇବା ପରେ ଗୋସମ୍ମାନ ଆହ୍ୱାନ ଅଭିଯାନର ଜିଲ୍ଲା ପ୍ରମୁଖ ତଥା କାମଧେନୁ ଗୋସେବା ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି…

ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ: ଲଗାତାର ୧୯ବର୍ଷ ଧରି କିସ୍‌ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର,୨ ।୫: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ସମଗ୍ର ଓଡ଼ିଶାରେ ପାସ୍ ହାର ୯୫.୩୩% ରହିଥିବା ବେଳେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି । କିସ୍ ଆରମ୍ଭରୁ ଲଗାତାର…

ମାଲକାନାଗିରି ମହା ବିଦ୍ୟାଳୟ ର ବାଣିଜ୍ୟ ବିଭାଗ ଶେଷବର୍ଷ ଛାତ୍ର ଛାତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ମହା ଆଡମ୍ବର…

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ୱାଇଁଙ୍କ…

ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ଉଦ୍‌ଘାଟିତ ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୦୧/୦୫ ):- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ଉଦ୍‌ଘାଟିତ ହୋଇଯାଇଛି ।୧୬ ଟି କାଲାଂଶ ରେ ପଦ୍ମପୁର ସଂକୁଳ ର ୯ ଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରୁ ୧୭୦ ଜଣ ଗୁରୁଜୀ ଗୁରୁମା ଶିଶୁ ର ଶୈକ୍ଷିକ ବିକାଶ…

ଜିତୁ ମୁଣ୍ଡାଙ୍କ କଙ୍କାଳ ବୋହିବା ଘଟଣା ନେଇ ବ୍ୟାଙ୍କ ଅଧିକାରୀଙ୍କ ସପକ୍ଷରେ ବାହାରିଲା ଅଫିସର ସଂଘ।

    ଆରଡ଼ିସି ତଦନ୍ତ ସରିନଥିବା ବେଳେ ଏକପାଖିଆ ବ୍ୟାଙ୍କକୁ ଦାୟୀ କରିବାକୁ ନାପସନ୍ଦ।      କେନ୍ଦୁଝର,ତା୨/୫- କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପସୀ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ଟଙ୍କା ଉଠାଣ ଲାଗି ଗରିବ ଆଦିବାସୀ ଜିତୁ ମୁଣ୍ଡା ଭଉଣୀ କଙ୍କାଳ ନେଇ ପହଂଚିବା ପରେ…