ବସନ୍ତ ପଞ୍ଚମୀ ଉପଲକ୍ଷେ ସିର୍ଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନରେ କବିତା ଆସର ଆୟୋଜିତ ।
ପଦ୍ମପୁର (ଶାସକପ୍ରଶାସକ)- ଶନିବାର ଦିନ ବସନ୍ତ ପଞ୍ଚମୀ ଉପଲକ୍ଷେ ସିର୍ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଏକ ଆଭାସୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ଉପସଭାପତି ତଥା ଯୁବକବି ରାଧାମୋହନ ପୂଜାହାରୀ ଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର…