ଜନତାଙ୍କୁ ମିଛ ପ୍ରତିଶୃତି ଦେବା ବଦଳରେ ଭରସା ଜିତିବାକୁ ଉଦ୍ୟମରତ ଅଜିତ
ଚିଲିକା (ସେକ କୌଶର )ରାଜ୍ୟରେ ଆରମ୍ଭ ହୋଇଯାଇଛି ପଞ୍ଚାୟତ ନିର୍ବାଚନ। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ତୃତୀୟ ଚରଣ ନିର୍ବାଚନ ଫେବୃଆରୀ ୨୦ ତାରିଖରେ ହେବାକୁ ଥିବା ବେଳେ ଉକ୍ତ ବ୍ଲକର ଅଠରବାଟିଆ ପଞ୍ଚାୟତ ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଦେଖିବାକୁ ଗଲେ ୧୧ ୱାର୍ଡ ବିଶିଷ୍ଟ ଉକ୍ତ ପଞ୍ଚାୟତର…