୨୪ରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ପଞ୍ଚମ ତଥା ଚୂଡାନ୍ତ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର (ଶାସକ ପ୍ରଶାସକ ) ଫେବୃୟାରୀ ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ପଞ୍ଚମ ତଥା ଚୂଡାନ୍ତ ପର୍ଯ୍ୟାୟ ମତଦାନ | ଏହି ମତଦାନ ରାଜ୍ୟର ୨୫ଟି ଜିଲ୍ଲା ଅନ୍ତର୍ଗତ ୪୮ ବ୍ଲକର ୧୩୧ ଟି ଜିଲ୍ଲା ପରିଷଦ ଜୋନରେ ଅନୁଷ୍ଠିତ ହେବ | ଏହି ନିର୍ବାଚନରେ…

ଓଜେୟୁ ପୁରୀ ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଟିତ

ପୁରୀ/ଅନିମେଶ ପଟ୍ଟନାୟକ: ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନ (ଓଜେୟୁ)ର ପୁରୀ ଶାଖାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଟିତ ହୋଇଯାଇଅଛି । ବୈଠକରେ ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ବିଷୟରେ ଆଲୋଚନା କରାଯାଇଥିଲା । ସ୍ଥାନୀୟ ବୀରନରସିଂହପୁର ସ୍ଥିତ ମା ଦକ୍ଷୀଣକାଳୀଙ୍କ ପୀଠରେ ଏହି…

ବୁଧବାର ରୁ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର, : ବୁଧବାର ଅପରାହ୍ଣରୁ ଉପକୂଳ ଓଡ଼ିଶାର କେତେକ ଜିଲ୍ଲା ଏବଂ ଏହାରସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଝଡ଼ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ଉଭୟ ବଙ୍ଗୋପ ସାଗର ଏବଂ ଆରବ ସାଗର ଆଡୁ…

ବିରଳ ଓ ଜଟିଳ ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ସାଉଁଟିଲେ ସମ୍ ନ୍ୟୁରୋ ସର୍ଜନ

ଭୁବନେଶ୍ୱର : ବିରଳ ଓ ଜଟିଳ ଜ୍ୟାଂଟ ଆନୁ୍ୟରିଜିମ୍ ସମସ୍ୟାରେ ପୀଡ଼ିତ ଥିବା ୧୮ ବର୍ଷ ଯୁବକଙ୍କର ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ହାସଲ କରିଛନ୍ତି ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ନ୍ୟୁରୋ ସର୍ଜନ୍ ।ବିଶ୍ୱରେ ବର୍ତମାନ ପର୍ଯ୍ୟନ୍ତ ଏହି ସମସ୍ୟାରେ ପୀଡ଼ିତ…

ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଧାରଣା

ଦାବି ପୂରଣ ନହେଲେ କଟକ ଚାନ୍ଦବାଲି ରାସ୍ତା ଅବରୋଧ ପାଇଁ ନିଷ୍ପତ୍ତି । ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଢଙ୍ଗି :କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅତିରିକ୍ତ ତହସିଲଦାର କ୍ରିଷ୍ଣା ପାଢ଼ୀ ଏବଂ ତହସିଲ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ…

ଚତୁର୍ଥ ପର୍ଯ୍ୟାୟରେ କାଶିନଗର ଏବଂ ଗୁମ୍ମା ବ୍ଲକ୍ ରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ତ୍ରି-ସ୍ତରୀୟ ପଞ୍ଚାୟତ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଗଜପତି ଜିଲ୍ଲା ଅନ୍ତର୍ଗତ କାଶିନଗର ଏବଂ ଗୁମ୍ମା ବ୍ଲକ୍ ରେ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି। ଏହି ନିର୍ବାଚନରେ କାଶିନଗର ବ୍ଲକର ୨ ଗୋଟି ଜିଲ୍ଲା ପରିଷଦ ଜୋନ୍…

କଂଗ୍ରେସ ତରଫରୁ ମାରାଥନ ପ୍ରଚାର।

ଅସ୍ତରଙ୍ଗ(ଦୁଃଶାସନ ନାୟକ) :ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଯୋନ ଏକ ତରଫରୁ ମଙ୍ଗଳବାର ଦିନ ମାରାଥନ ପ୍ରଚାର କରାଯାଇଅଛି । ଏହି ଉପଲକ୍ଷେ ଦଳ ତରଫରୁ ଏକ ପଥପ୍ରାନ୍ତ ସଭା ଅସ୍ତରଙ୍ଗ ବଜାରରେ କରାଯାଇଥିଲା । ଏଥିରେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ପ୍ରଦେଶ…

“ସିଦ୍ଧାନ୍ତ” ସାହିତ୍ୟ ଅନୁଷ୍ଠାନ ଓ “ଆକାଂକ୍ଷା” ମହିଳା ସଂଗଠନ ପକ୍ଷରୁ “ବିଶ୍ବ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ସିଦ୍ଧାନ୍ତ" ସାହିତ୍ୟ ଅନୁଷ୍ଠାନ ଓ "ଆକାଂକ୍ଷା" ମହିଳା ସଂଗଠନର ମିଳିତ ଆନୁକୂଲ୍ୟରେ "ବିଶ୍ବ ମାତୃଭାଷା ଦିବସ" ଉପଲକ୍ଷେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉପାନ୍ତ ପ୍ରହରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର…

ଘୁ.ଉଦୟଗିରି ବ୍ଲକ ୫ ନମ୍ବର ଜିଲ୍ଲା ପରିଷଦ ଜୋନରେ ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଆଜି ଘୁ.ଉଦୟଗିରି ବ୍ଲକ ୫ ନମ୍ବର ଜିଲ୍ଲା ପରିଷଦ ଜୋନରେ ତ୍ରିସ୍ତରୀୟ ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଯାଇଛି I ଗଣତନ୍ତ୍ରର ଏହି ପବିତ୍ର ପର୍ବରେ କୌଣସି ପ୍ରକାର ବିଶୃଙ୍ଖଳା ହୋଇନଥିବା ଜଣାପଡିଛି I ଆଜିକାର ଏହି ଭୋଟ ଗ୍ରହଣ…

ସ୍ପେଶାଲ ସ୍କ୍ୱାଡ଼ ହାତରେ ଧରା ପଡିଲା ଧଳା ଜହର ବେପାରୀ

ରବି ନାରାୟଣ ସାହୁ (ଖୋର୍ଦ୍ଧା)-- ଦିନକୁ ଦିନ ଖୋର୍ଦ୍ଧା ଓ ଆଖ ପାଖ ଅଞ୍ଚଳରେ ନିଶା କାରବାର ଜୋର ଧରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ର ସ୍ପେଶାଲ ସ୍କ୍ୱାଡ଼ ବାଘମାରି ଥାନା ଅନ୍ତର୍ଗତ ପୋଡାଢ଼ିହ ଗ୍ରାମର ପ୍ରଭାତ ସେଠି(୩୨)ନାମକ ବ୍ୟକ୍ତିଙ୍କ ଠାରୁ ୫୨ଗ୍ରାମ ଧଳା ଜହର ଜବତ…