୧୦୭୫ ସ୍କୁଲର ରୂପାନ୍ତର ପର୍ବ : ଆଜି ସୁଦ୍ଧା ୮୩୮ଟି ସ୍କୁଲ ରୂପାନ୍ତରିତ
ଆଜି ପଞ୍ଚମ ଦିବସରେ ୫ଟି ଜିଲ୍ଲାର ୧୪୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଜୀବନରେ ସଫଳତା ପାଇଁ ସ୍କୁଲରେ ହି ମୂଳଦୁଆ ପଡିଥାଏ : ମୁଖ୍ୟମନ୍ତ୍ରୀ
ରୂପାନ୍ତରିତ ସ୍କୁଲର ସ୍ବଚ୍ଛ ପରିବେଶ ଓ ସ୍ବଚ୍ଛ ଶୌଚାଳୟ ବ୍ୟବସ୍ଥା ପାଠ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି…