ଆଉ ନାହାନ୍ତି ପଦ୍ମଶ୍ରୀ ନନ୍ଦ ସାର
ଭୁବନେଶ୍ବର: ପଦ୍ମଶ୍ରୀ ନନ୍ଦ ସାର ଓରଫ ନନ୍ଦ କିଶୋର ପୃଷ୍ଟିଙ୍କ ଦେହାନ୍ତ। ଭୂବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିବା ନାତି ଖଗେଶ୍ଵର ସୂଚନା ଦେଇଛନ୍ତି ।
୧୦୪ ବର୍ଷିୟ ନନ୍ଦ ସାର କିଛି ଦିନ ତଳେ କରୋନା ସଂକ୍ରମିତ ଥିଲେ । ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲରେ…