ରନ୍ଧନଗ୍ୟାସ, ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିରୁ ନଜର ହଟାଇବାକୁ ନାଟକ କରୁଛି ବିଜେପି: ବିଜେଡି
ହଙ୍ଗାମା କରି ଜୋର ଜବରଦସ୍ତ ଅଚଳ କଲେ ବିଧାନସଭା
ଭୁଲିଗଲେ ଓଡିଶା ଲୋକଙ୍କ ମୌଳିକ ସମସ୍ୟା
ବିଜେପି ନେତାଙ୍କୁ ଜଗନ୍ନାଥ ସଦ୍ବୁଦ୍ଧି ଦେବାକୁ ବିଜେଡିର ପ୍ରାର୍ଥନା
ଭୁବନେଶ୍ୱର : ରନ୍ଧନ ଗ୍ୟାସ ସମେତ ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିରୁ ନଜର ହଟାଇବା ଲାଗି…