ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମୋଟର ୟୁନିୟନ କାର୍ଯ୍ୟାଳୟ (ବସ୍ ଷ୍ଟାଣ୍ଡ) ଠାରେ ଆନ୍ତର୍ଜାତିକ ଗ୍ରାହକ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଗ୍ରାହକଙ୍କ ନାର୍ୟ୍ଯ ଦାବି ଏବଂ ସ୍ବଚ୍ଛତା ପାଳନ ପାଇଁ ଗ୍ରାହକମାନଙ୍କର ସଚେତନତା ଓ ଜାଗରଣ ପ୍ରତିଟି ମୁହୂର୍ତ୍ତର ଜରୁରୀ ବୋଲି ଉପସ୍ଥିତ ସଜନ୍ ମଣ୍ଡଳୀ ଏବଂ ବୁଦ୍ଧିଜୀବୀ କହିଥିଲେ।
ଏହି ଅବସରରେ ଜିଲ୍ଲା କାର୍ଯ୍ୟକାରୀଣୀ ସଭାନେତ୍ରୀ ତନୁଜା ଶତପଥୀ,ଜିଲ୍ଲା ସମ୍ପାଦକ ରୋକମ୍ ଲୋକନାଥ ,କୋଷାଧ୍ୟକ୍ଷ ଶିଶିର ଭଞ୍ଜ ସାମନ୍ତ , ପୌରାଞ୍ଚଳ ସଭାପତି ଭାଗବତ ପାଢ଼ୀ , ବ୍ଲକ ସଭାପତି ରଞ୍ଜନ ମହାପାତ୍ର , ସଦସ୍ୟ ରଞ୍ଜନ ବିଷୋୟୀ ,ଉପଦେଷ୍ଟା ଲିଙ୍ଗରାଜ ଦାଶ , ସଦସ୍ୟ କେଦାର ଶବର ,ଦଣ୍ଡପାଣି ,ଚକ୍ରଧର ନାୟକ ପ୍ରଭୃତି ଯୋଗଦାନ କରି ଗ୍ରାହକ ମାନଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲପାଳ ରାଜେନ୍ଦ୍ର ରଞ୍ଜିତଙ୍କୁ ଗ୍ରାହକ ମାନଙ୍କର ଅଧିକାର ସମ୍ପର୍କିତ ୬ଗୋଟି ମୌଳିକ ଅଧିକାରର ଏକ ଦାବିର ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଶେଷରେ ହେଲ୍ପର ନିର୍ଦ୍ଦେଶକ ଲିଙ୍ଗରାଜ ପାଣିଗ୍ରାହୀ
Sign in
Sign in
Recover your password.
A password will be e-mailed to you.