ଜନଜାତି ଛାତ୍ରଛାତ୍ରୀଙ୍କୁ ରକେଟ୍ ସାଇନ୍ସ ପର୍ଯ୍ୟନ୍ତ ପହଁଚାଇବା ପ୍ରଧାନମନ୍ତ୍ରୀଙ୍କର କଳ୍ପନା- ଧର୍ମେନ୍ଦ୍ର ପ୍ରଧାନ
‘ଜନଜାତି ଶିକ୍ଷା ସମ୍ବାଦ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
ନୂଆଦିଲ୍ଲୀ,– ଜନଜାତି ସମାଜର ଛାତ୍ରଛାତ୍ରୀ କେବଳ ଛାତ୍ରବୃତି ପାଇବା ନୁହେଁ ବରଂ ରକେଟ୍ ସାଇନ୍ସ ପର୍ଯ୍ୟନ୍ତ କିପରି ପହଁଚିବେ, ସେ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କଳ୍ପନା ରହିଛି ବୋଲି କହିଛନ୍ତି କେନ୍ଦ୍ର…