ରଘୁନାଥପାଲୀ ପ୍ରାକ୍ତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ବସ୍ତି ସମସ୍ୟା ନେଇ ସହର ପ୍ରଶାସକଙ୍କ ସହ ଆଲୋଚନା…

ରାଉରକେଲା (ବସନ୍ତ କୁମାର ଜେନା) :ରାଉରକେଲା ସ୍ଥିତ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଯୁବ ବର୍ଗ ଙ୍କୁ ନେଇ ଆସ ବସ୍ତିକୁ ଯିବା କାର୍ଯ୍ୟକ୍ରମରେ ବିଭିନ୍ନ ବସ୍ତି ଅଞ୍ଚଳ ବୁଲୁଛନ୍ତି । ଏହି ସମୟରେ ବସ୍ତି ବାସିନ୍ଦାଙ୍କ ବିଭିନ୍ନ ସମସ୍ୟା…

କାଶୀନଗର ବ୍ଲକରେ ବିଜେଡିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ

ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ ଓ କାର୍ଯ୍ୟକାରିତାରେ ନବୀନ ସରକାର ଅଦ୍ଵିତୀୟ : ଅତନୁ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଗୋରୀବନ୍ଧା ପଞ୍ଚାୟତର ଖୁରିଗାଁ ଗ୍ରାମରେ ବିଜେଡି ପକ୍ଷରୁ ଏକ ମିଶ୍ରଣ-ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଗୁଣୁପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଜେଜେମା ଜେଜେବାପା ସମ୍ମିଳନୀ

ଉତ୍ତମ ଚରିତ୍ର ସହ ଉତ୍ତମ ରାଷ୍ଟ୍ର ଗଠନ ରେ ମୁଖ୍ୟ ସ୍ରୋତ ରେ ସାମିଲ ହେବାକୁ ପରାମର୍ଶ ହେଲେ ପଦ୍ମଶ୍ରୀ ଶାନ୍ତି ଦେବି ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଆଜି ସବୁ ବର୍ଷ ପରି ଜେଜେମା ଜେଜେବାପା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏହି ଅବସର ରେ…

ଗୁଣୁପୁର ପୂର୍ତ୍ତ ବଙ୍ଗଳାଠାରେ ବିଜେପି ତରଫରୁ ସାମ୍ବାଦିକ ସମିଳନୀ

ଗୁଣୁପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଆଜି ବିଜେପି ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ ଗୁଣୁପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି । ଏହି ସମ୍ମିଳନୀରେ ଗୁଣୁପୁରର…

5-ଟି ରୂପାନ୍ତରିତ ସ୍କୁଲରେ ପରିଣତ ହେଲା ନୀଳଗିରି ରୋଡ ହାଇସ୍କୁଲ

ବାଲେଶ୍ୱର- ରାଜ୍ୟ ସରକାରଙ୍କ ଏକ ମହତ୍ୱପୂର୍ଣ୍ଣ ଯୋଜନା ସ୍ୱରୂପ ରେମୁଣା ବ୍ଲକ ଅନ୍ତର୍ଗତ ନୀଳଗିରି ରୋଡ ହାଇସ୍କୁଲ ଆଜି 5ଟି ରୂପାନ୍ତରଣରେ ସାମିଲ ହୋଇଛି I ରାଜ୍ୟ ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ଏହି ସ୍କୁଲ ଗସ୍ତ କରି…

5 ଟି ରୂପାନ୍ତରିତ ସ୍କୁଲରେ ପରିଣତ ହେଲା ନୀଳଗିରି ରୋଡ ହାଇସ୍କୁଲ

ବାଲେଶ୍ୱର- ରାଜ୍ୟ ସରକାରଙ୍କ ଏକ ମହତ୍ୱପୂର୍ଣ୍ଣ ଯୋଜନା ସ୍ୱରୂପ ରେମୁଣା ବ୍ଲକ ଅନ୍ତର୍ଗତ ନୀଳଗିରି ରୋଡ ହାଇସ୍କୁଲ ଆଜି 5ଟି ରୂପାନ୍ତରଣରେ ସାମିଲ ହୋଇଛି I ରାଜ୍ୟ ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ଏହି ସ୍କୁଲ ଗସ୍ତ କରି…

ରୁପାବାଲି ଖେଳ ପଡିଆର ଉନ୍ନତିକରଣ ପାଇଁ ପଡିଲା ଭିତ୍ତିପ୍ରସ୍ତର

ବାଲେଶ୍ୱର( ଶାସକ ପ୍ରଶାସକ) - ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ଗ୍ରାମପଞ୍ଚାୟତର ରୂପାଵାଲି ଖେଳ ପଡିଆର ଉନ୍ନତିକରଣ ଲାଗି ଆଜି ରାଜ୍ୟ କ୍ରୀଡ଼ା ଓ ଯୁବସେବା, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି I ଆଜି ମନ୍ତ୍ରୀ…

ସୁନ୍ଦରଗଡ଼ରେ ଖୋଲିଲା ଦ୍ଵିତୀୟ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର

କୁନି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ରାଉରକେଲା (ବସନ୍ତ କୁମାର ଜେନା) ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଲା ଦ୍ଵିତୀୟ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର । ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ନୂଆଗାଁ ବ୍ଲକ ଅନ୍ତର୍ଗତ ପଟବଠାରେ ଶୁକ୍ରବାର ଦିନ ଏହି ଟିଫିନ୍…

ଖସୁଛି ପାରଦ ବଢୁଛି ଶୀତ: ନିରାଶ୍ରୟମାନେ ଭାରି ହନ୍ତସନ୍ତ

ପଦ୍ମପୁର(ଶାସକପ୍ରଶାସକ)- ସାରା ରାଜ୍ୟରେ ପାରଦ ତଳକୁ ଖସିଛି । ପଦ୍ମପୁର ସହରରେ ମଧ୍ୟ ପାରଦ ତଳକୁ ଖସି ହାଡ଼ ଭଙ୍ଗା ଶୀତର ଅନୁଭବ ହେଉଛି । ସନ୍ଧ୍ୟା ୮ ଟା ପରେ ରାସ୍ତା ଶୂନସାନ ହୋଇଯାଇଛି । ଥଣ୍ଡା ମାତ୍ର ବଢୁଥିବା କାରଣରୁ ଲୋକମାନେ ଘରୁ ବାହାରୁ ନାହାଁନ୍ତି । ହେଲେ ପଦ୍ମପୁର ସହରରେ…

ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୨୩୭ କ୍ରୀଡ଼ାବିତଙ୍କୁ ୧ କୋଟି ୮ଲକ୍ଷ ୮୩ ହଜାର ଅର୍ଥରାଶି ପୁରସ୍କାର

ଉନ୍ନତ ଭିତ୍ତିଭୂମି ଓ ପୁରସ୍କାର ରାଜ୍ୟ କ୍ରୀଡ଼ାକୁ ଆଗକୁ ନେବାରେ ସହାୟକ ହେବ: କ୍ରୀଡ଼ାମନ୍ତ୍ରୀ ୬୫ଜଣ ପାରା ଆଥଲେଟଙ୍କୁ ମୋଟ ୬୧ଲକ୍ଷ ୬୯ ହଜାର ୫୦୦ଟଙ୍କା ପୁରସ୍କାର ପ୍ରଦାନ ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଉଲ୍ଲେଖନୀୟ କ୍ରୀଡ଼ା ପ୍ରଦର୍ଶନ…