ରୋଇଡାରେ ସକ୍ରିୟ ଡକାୟତ ଗ୍ୟାଙ୍ଗ ଠାବ, ୬ ଅଭିଯୁକ୍ତ ଗିରଫ; ମୋବାଇଲ, ପାସବୁକ ଓ ମାରଣାସ୍ତ୍ର ଜବତ
ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲ ପୁଲିସ ଏକ ସଂଗଠିତ ଡକାୟତ ଓ ସାଇବର ଠକେଇ ରାକେଟର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର, ମୋବାଇଲ ଫୋନ, ବ୍ୟାଙ୍କ ପାସବୁକ, ସିମ୍ କାର୍ଡ ଓ ନଗଦ ଟଙ୍କା ଜବତ କରାଯାଇଛି।ପୁଲିସ ସୂଚନା…