ଜୁନାଗଡ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ।

ଜୁନାଗଡ଼,(ଆଦିତ୍ୟ ମହାନ୍ତି): ଜୁନାଗଡ ଠାରେ ଆଜି ଜୁନାଗଡ ସାମ୍ବାଦିକ ସଂଘ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମ କର୍ତ୍ତା ଚୟନ କରାଯାଇଛି l ବରିଷ୍ଟ ସାମ୍ବାଦିକ ଦୁଷ୍ମନ୍ତ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘ ର ଆଭିମୁଖ୍ୟ ଏବ୍ଂ ବିଭିନ୍ନ ସମସ୍ୟା…

ଏପ୍ରିଲ୍ ୬ ରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆୟୋଜିତ ହେବ ଫୁଡ୍‌ ଫେଷ୍ଟିଭାଲ୍‌

ଭୁବନେଶ୍ୱର: ସାରା ବିଶ୍ୱରେ ମଣିଷର ଜୀବନଶୈଳୀ ବେଶ ଦୃତ ଗତିରେ ଧାବମାନ ହେଉଥିବା ବେଳେ ପୋଷଣଯୁକ୍ତ ଖାଦ୍ୟ ଗ୍ରହଣ କରିବାରୁ ଅଧିକାଂଶ ଲୋକ ବଂଚିତ ହେଉଛନ୍ତି । ଏପରିକି ପ୍ରତ୍ୟେକ ଦିନ ଖାଦ୍ୟରେ ଯେଉଁ ପରିମାଣର ପୁଷ୍ଟିଯୁକ୍ତ ଖାଦ୍ୟ ରହିବା ଉଚିତ୍ ତାହା ସମ୍ଭବ ହେଉ ନାହିଁ । କ’ଣ ଖାଦ୍ୟ…

ଓସୱାଲୀ କେନ୍ଦ୍ର ପରିଦର୍ଶନ କଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଏକ ବିଶ୍ୱସ୍ତରୀୟ ଆଗ୍ନିକ ପ୍ରଶିକ୍ଷଣ କେନ୍ଦ୍ର ଭାବେ ବିକଶିତ କରିବାକୁ ପରାମର୍ଶ ଭୁବନେଶ୍ୱର,(ଶାସକ ପ୍ରଶାସକ) : ବିଶ୍ୱ ଐତିହ୍ୟ କୋଣାର୍କ- ପୁରୀ ମେରାଇନ୍‌ ଡ୍ରାଇଭରେ ଥିବା ଓଡ଼ିଶା ରାଜ୍ୟ ୱାଟରମେନସିପ୍‌ ଏବଂ ଲାଇଫ ଗାର୍ଡ ପ୍ରଶିକ୍ଷଣ କେନ୍ଦ୍ର (ଓସୱାଲୀ)ଯାଇ ସେଠାରେ ଚାଲିଥିବା ସମସ୍ତ…

ଫୋର୍ବସ୍ ଲିଗାଲ ପାୱାର୍ ଲିଷ୍ଟ ୨୦୨୨ ରେ ମନୀଷ ଖରବନ୍ଦା

ଭୁବନେଶ୍ୱର(ଶାସକ ପ୍ରଶାସକ): ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ଆଡଭାଇଜର (ଲିଗାଲ୍) ଶ୍ରୀ ମନୀଷ ଖରବନ୍ଦା ସଦ୍ୟ ପ୍ରକାଶ ପାଇଥିବା ଫୋର୍ବସ୍ ଲିଗାଲ୍ ପାୱାର୍ ଲିଷ୍ଟ ୨୦୨୨ ରେ ଭାରତର ଶ୍ରେଷ୍ଠ ୫୦ ଜେନେରାଲ୍ କାଉନସେଲ ମଧ୍ୟରେ ସ୍ଥାନ ପାଇଛନ୍ତି। ଆଇନ ପରାମର୍ଶ ସେବାରେ ତାଙ୍କର କାର୍ଯ୍ୟଦକ୍ଷତା…

ଟାଟା ଷ୍ଟିଲ୍ ପକ୍ଷରୁ କଳିଙ୍ଗନଗର କାରଖାନାକୁ ମେସିନ ପରିବହନ ପାଇଁ ଅନ୍ତର୍ଦେଶୀୟ ଜଳପଥର ବ୍ୟବହାର

 ପରିବହନ ପାଇଁ ଅନ୍ତର୍ଦେଶୀୟ ଜଳପଥକୁ ବ୍ୟବହାର କରିବାରେ ଓଡ଼ିଶାରେ ଟାଟା ଷ୍ଟିଲ୍ ପ୍ରଥମ କଂପାନି କଳିଙ୍ଗନଗର / ଭୁବନେଶ୍ୱର: ଏକ କାର୍ବନ୍ ନିଉଟ୍ରାଲ୍ ଭବିଷ୍ୟତ ସୃଷ୍ଟି କରିବା ଲାଗି ରହିଥିବା ନିଜର ପ୍ରତିବଦ୍ଧତାକୁ ଦୋହରାଇ ଏହାର କଳିଙ୍ଗନଗର ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପ୍ରଥମ ଲାଗି ଭାରି…

ଶ୍ରୀମନ୍ଦିରର ସୁରକ୍ଷା ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟସରକାରଙ୍କ ଭୂମିକା ସନ୍ଦେହଜନକ: ଲେଖାଶ୍ରୀ

ଭୁବନେଶ୍ୱର:ଶାସନ ଅହଂକାରରେ ଚାଲେ ନାହିଁ ଜନତାଙ୍କ ଆର୍ଶୀବାଦରେ ଚାଲେ । ଓଡିଶାବାସୀଙ୍କ ଗର୍ବ ଓ ଗୌରବ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଚାବି ଏପର୍ଯ୍ୟନ୍ତ ମିଳିପାରିଲା ନାହିଁ । ଶୌଚାଳୟ ନିର୍ମାଣ ନାମରେ ଗଭୀର ଖନନ କରାଯାଇ କ’ଣ ଚାଲିଛି ତାହା ମଧ୍ୟ ସନ୍ଦେହ ଘେରରେ । ବିକାଶରେ ବାଧା ଦେଉନାହୁଁ…

“ମୋଦିଙ୍କୁ ଚୁଡ଼ି ପିନ୍ଧାଇବେ କି ସ୍ମୃତି ଇରାନୀ ?”

କୁଆଡ଼େ ଗଲେ ବାବା ରାମ ଦେବ? ୪୦ ଟଙ୍କାରେ ପେଟ୍ରୋଲ ଦେବାପାଇଁ ମୋଦିଙ୍କୁ କହିବେ କି? ଜନତାଙ୍କ ଉପରେ ମହଙ୍ଗା ମାଡ଼ ଅସହ୍ୟ, ମହଙ୍ଗାଇ ମୁକ୍ତ ଭାରତ ଅଭିଯାନର ଜନଗଣ ସାମିଲ ହେବାକୁ କଂଗ୍ରେସର ଡାକରା ଭୁବନେଶ୍ୱର- କେନ୍ଦ୍ରର ବିଜେପି ସରକାର ଦେଶବାସୀଙ୍କୁ ଏକ ଭୟଙ୍କର ପରିସ୍ଥିତିକୁ ଠେଲି…

ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅଗ୍ନି ବିପନ୍ନ ପରିବାର କୁ ସହାୟତା ପ୍ରଦାନ ।

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ପଞ୍ଚାୟତ ଗୋପପୁର ଗ୍ରାମର ବାବାଜୀ ସ୍ୱାଇଁ ଓ ବଳରାମ ସ୍ବାଇଁ ଙ୍କ ଘରେ ସୋମବାର ଦିନ ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ ଘଟି ୪ ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କା ର ସମ୍ପତି ଭସ୍ମୀଭୂତ ହୋଇଯାଇଥିଲା । ଏହି ଖବର…

କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର

ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ I ସମାଜ ଗଠନ ଏବଂ ସାମାଜିକ ସହାବସ୍ଥାନ କ୍ଷେତ୍ରରେ ଉଭୟଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ I ଯୁଗେ ଯୁଗେ ନାରୀମାନଙ୍କୁ ଦୁର୍ବଳ ମନେ କରାଯାଉଥିବା ହେତୁ ଦିନକୁ ଦିନ ତାଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର…

ସଡକ ଦୁର୍ଘଟଣା ରେ ଜଣେ ମୃତ ଦୁଇଜଣ ଗୁରୁତର

ନୂଆପଡାରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ର କେନ୍ଦୁ ପାଟି ଗ୍ରାମର ତିନି ଜଣ ଯୁବକ ଏକ ମୋଟର ସାଇକେଲ ଯୋଗେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ କୁ କୌଣସି କାମରେ ଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ନିକଟସ୍ଥ ଦନ୍ଦ୍ରା ଗ୍ରାମ ପାଖରେ ଏକ ଅଜଣା ଟ୍ରକ ଧକ୍କା ଦେଇ ଚାଲି…