ବନପାଳଙ୍କ ବଦାନ୍ୟତା: ଯୁବକ ସଂଘକୁ ଖେଳ ପଡିଆ ଭେଟି ସହ ବୃକ୍ଷରୋପଣ

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ପଂଚାୟତ ଅର୍ନ୍ତଗତ ର୍କୁଲୁବାହାଲ ଗ୍ରାମର ସ୍ୱାମୀ ବିବେକାନନ୍ଦ ଯୁବକ ସଂଘକୁ ବନପାଳ ଅଶ୍ୱନୀ ଭୋଇ ନିଜସ୍ୱ ଉଦ୍ୟମରେ ଏକ ଖେଳ ପଡିଆ ପ୍ରସ୍ତୁତ କରି ଭେଟି ଦେଇଛନ୍ତି । ବନପାଳଙ୍କ ଉଦ୍ୟମକୁ ଗ୍ରାମବାସୀ ଭୁୟସି ପ୍ରଂଶସା କରିବା ସହ ଯୁବକ ସଂଘ ତରଫରୁ…

ଜିଲ୍ଲାରେ ଆରମ୍ଭ ହେଲା ୧୫ ରୁ ୧୮ ବର୍ଷ ବୟସର ପିଲାଙ୍କୁ କୋଭାକ୍ସିନ ଟୀକାକରଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୭ଟି ବ୍ଲକ ସମେତ ପାରଳାଖେମୁଣ୍ଡି ସହରର ୨ଟି ସ୍ଥାନରେ ସୋମବାର ଦିନ ଠାରୁ ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ନିମନ୍ତେ କୋଭାକ୍ସିନ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କୋଭାକ୍ସିନ ଟୀକାକରଣ କାର୍ଯ୍ୟକ୍ରମ ଆଜି ଜିଲ୍ଲାର…

କନ୍ଧ ଗଣି ଗ୍ରାମରେ ୩ଦିନ ଧରି ଋଷି ପୁତ୍ର ଓ ୠଷି କନ୍ୟାଙ୍କ ଦୀକ୍ଷା ଗ୍ରହଣ ଓ ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଳକର ସୀମାନ୍ତବର୍ତ୍ତୀ ଗ୍ରାମ କନ୍ଧ ଗଣି ନିକଟରେ ରହିଥିବା ସଙ୍କଟ ମୋଚନ ପଞ୍ଚମୁଖୀ ହନୁମାନଙ୍କ ପୀଠରେ ୠଷିପୁତ୍ର ଓ ୠଷି କନ୍ୟାମାନଙ୍କ ଦୀକ୍ଷା ଗ୍ରହଣ ,ପଞ୍ଚମୁଖୀ ହନୁମାନଙ୍କ ପ୍ରତିଷ୍ଠା ଉତ୍ସବ ଓ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ…

ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ତରଫରୁ ହିତାଧିକାରୀଙ୍କୁ ସହାୟତା ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ…

ଆରଟିଆଇ ତଥ୍ୟରୁ ବଡ ଖୁଲାସା: ଜାଣନ୍ତୁ କେବେ ସରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ?

 ବଲାଙ୍ଗୀର: ରାଜନୀତି ଜାଲରେ ଛନ୍ଦି ହୋଇଯାଇଛି କି ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ? ଦୁଇ ଦଶନ୍ଧୀ ହେଲା ଶେଷ ହୋଇ ପାରୁନାହିଁ ପ୍ରକଳ୍ପ କାମ । ପୂର୍ବରୁ ୨୦୨୧ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାରୁ…

“୧୦୩”ବର୍ଷ ବୟସରେ ଭଗବାନ ଠାକୁରଙ୍କ ପରଲୋକ।

ବଲାଙ୍ଗୀର / ନିରୋଜ ମିଶ୍ର : ଆଜି ବଲାଙ୍ଗୀର ସହର ମଧ୍ୟରେ ଥିବା ସାଗରପଡାରେ ରହୁଥିବା ଭଗବାନ ଠାକୁର ଙ୍କ ବିୟୋଗ ହୋଇଛି।ତେବେ ସୂଚନା ଅନୁସାରେ ଭଗବାନ ଠାକୁର ୧୯୧୯ମସିହାରେ ଜନ୍ମ ଗ୍ରହଣ କରିଥିଲେ।ଓ ବଲାଙ୍ଗୀର ଭେଟନାରୀ ମିଳ୍କ ଏନାଲେସିଷ୍ଟ ରେ କାର୍ଯ୍ୟରତ ଥିଲେ ଓ ୧୯୮୦ ମସିହାରେ କାର୍ଯ୍ୟ…

କଟକ ସଦର ବିଜୁ ଛାତ୍ରଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ।

ନିଶ୍ଚିତ କୋଇଲି (ଦେବେନ୍ଦ୍ର ଷଢଙ୍ଗି) : କଟକ ସଦର ବିଜୁ ଛାତ୍ରଜନତା ତରଫରୁ କିଶୋରନଗର ମହାବିଦ୍ୟାଳୟ ପରିସରରେ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମିଳତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ…

ଦିବ୍ୟଜ୍ୟୋତି ପରିଡା ହେଲେ ସମ୍ବଲପୁର ଜିଲ୍ଲାପାଳ

ଭୁବନେଶ୍ୱର: ବର୍ତ୍ତମାନ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର କମିଶନର ଭାବେ କାର୍ଯ୍ୟରତ ୨୦୧୫ ବ୍ୟାଚ୍ ଆଇଏଏସ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଜିଲ୍ଲାପାଳ ଭାବେ ମିଳିଛି ପ୍ରଥମ ନିଯୁକ୍ତି | ରାଜ୍ୟ ସରକାର ତାଙ୍କୁ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଆଜି ନିଯୁକ୍ତ…

ଖୋର୍ଦ୍ଧାରେ ଖବରକାଗଜ ହକରମାନଙ୍କୁ ପରିଚୟପତ୍ର ବଣ୍ଟନ

ଖବରକାଗଜ ହକରମାନଙ୍କୁ କୋଭିଡ୍ ସହାୟତା ପ୍ରଦାନ ଓ ପରିଚୟପତ୍ର ପ୍ରଦାନ ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପଦକ୍ଷେପ: ମାନସ ରଂଜନ ମଙ୍ଗରାଜ କୋଭିଡ୍ ସହାୟତା ଓ ପରିଚୟ ପତ୍ର ପ୍ରଦାନ ଫଳରେ ହକରମାନଙ୍କୁ ଶ୍ରମର ମର୍ଯ୍ୟାଦା ମିଳିଛି : ବିଷ୍ଣୁପଦ ସେଠୀ ଭୁବନେଶ୍ୱର/ଖୋର୍ଦ୍ଧା / ରବି…

ହାଇୱା – ବାଇକ ସାମନା ସାମନି ଧକ୍କା: ଭାଣିଜି ମୃତ, ମାମୁଁ ସମେତ ଦୁଇ ଗୁରୁତର

ବାରିପଦା/ଦିଲ୍ଲୀପ ମହାନ୍ତି - ନୂଆବର୍ଷ ୨୦୨୨ ସମସ୍ତେ ସ୍ଵାଗତ କରୁଥିବାବେଳେ କାହା ପାଇଁ ଆନନ୍ଦ ଦାୟକ ପୁଣି, କାହା ପାଇଁ ହୃଦୟାବିଦାରକ । ସୋମବାର ପୂର୍ବାହ୍ନ ୧୧ଘଟିକା ସମୟରେ ମୟୂରଭଂଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ନମ୍ବର ବାଗଡେଗା ବୁଲାଣି ଛକରେ ଏକ ହାଇଭା ଓଡି…