କଳା ବ୍ୟାଚ ପିନ୍ଧି ପୋଲିସ ବିରୁଦ୍ଧରେ ଗର୍ଜ୍ଜନ କଲେ ସାମ୍ବାଦିକ ସଙ୍ଘ।

0

ଖୋର୍ଦ୍ଧା ରୁ ରବି ନାରାୟଣ ସାହୁ-ଖୋର୍ଦ୍ଧା ଜିଲ୍ଲା ସମସ୍ତ ସାମ୍ବାଦିକ ବନ୍ଧୁ ମାନେ କଳା ବ୍ୟାଚ ପିନ୍ଧି ସୂଚନା ସମ୍ପର୍କ ବିଭାଗ ଅଫିସ ରୁ ଏକ ରାଲି ବାହାରି ଜିଲ୍ଲା ପାଳ କାର୍ଯ୍ୟାଳୟ ରେ ପହଞ୍ଚି ଥିଲା।ଏହି ରାଲି ର ଆଭିମୁଖ୍ୟ ହେଲା ନିଳଗିରି ପୋଲିସ ସାମ୍ବାଦିକ ଉପରେ ଯେଉଁ ଦବଙ୍ଗ ଗିରି ପଦର୍ଶନ କରିଛି ଏହା ଏକ ସମାଜ ପ୍ରତି କୁଠାର ଘାତ ସରକାର ଯେଉଁ 5T ଡିଣ୍ଡିମ ପିଟୁଛନ୍ତି ଏହା ସମ୍ପୂର୍ଣ୍ଣ ମିଥ୍ୟା ଯଦି ଜଣେ ସାମ୍ବାଦିକ ପ୍ରତି ଏତେ ଅନାୟ ହେଇପାରୁଛି ତା ହେଲେ ସାଧାରଣ ଲୋକ ମାନେ କଣ କରିବେ ଏ ହାକୁ ଉପଯୁକ୍ତ ବିଚାର କରି ନୀଳଗିରି ଆଇଆଇସି ଉପରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ସହ ସରକାର ସାମ୍ବାଦିକ ମାନଙ୍କ ପାଇଁ ଆଇନ ପ୍ରଣୟନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ର ouwj, uja, ouj ସଙ୍ଘର ସଭାପତି ଓ ଅନ୍ୟ ସାମ୍ବାଦିକ ବନ୍ଧୁ ମାନେ ନାରା ବାଜି ଦେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲା ପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

 

Leave A Reply

Your email address will not be published.